April 26, 2026

ଅର୍ଥନୀତି ପ୍ରଧ୍ୟାପକଙ୍କ ମାତୃ ବିୟୋଗ

IMG-20251015-WA0117
Share

 

 

 

ଅଦ୍ୟ ତା ୧୫-୧୦-୨୦୨୫ ଦିନ କୁଲୁଣ୍ଡା ଗ୍ରାମ ପଞ୍ଚାୟତ ଅଧୀନ ବାଞ୍ଜିପାଲି ନିବାସୀ ଅର୍ଥନୀତି ପ୍ରାଧ୍ୟାପକ ପିତବାସ ଭୋଇ ଙ୍କ ମାଆ ଚଞ୍ଚଳା ଭୋଇ ଙ୍କ ୭୪ ବର୍ଷ ବୟସ୍କ ରେ ମୃତ୍ୟୁ ହୋଇଅଛି । ପ୍ରଧ୍ୟାପକ ଏବଂ ତାଙ୍କ ଚାରି ଭାଇ କୃତିବାସ ଭୋଇ, କମଳାକାନ୍ତ ଭୋଇ, ରାଧାକାନ୍ତ ଭୋଇ ଏବଂ ସୁଶାନ୍ତ ଭୋଇ ମୁଖାଗ୍ନି ଦେଇଥିଲେ । ସେ ଅତ୍ୟନ୍ତ ଧର୍ମପରାୟଣ ମହିଳା ଥିଲେ ।