June 13, 2026

ଚଳିତ ବର୍ଷ ଶିଶୁ ମହୋତ୍ସବ ସୁରଭି ” ୨୦୨୫

IMG-20251015-WA0095
Share

        ଚଳିତ ବର୍ଷ ଶିଶୁ ମହୋତ୍ସବ ସୁରଭି ” ୨୦୨୫ ବେଗୁନିଆ ବ୍ଲକ(ଉପାନ୍ତ ଖବର ମାନସ ରଞ୍ଜନ କର) ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଲୋକିପୁର କ୍ଳଷ୍ଟର ର ରାଉତପଡା ଉଚ୍ଚ ବିଦ୍ୟାଳୟ ରାଉତପଡା ବିଦ୍ୟାଳୟ ପରିସରରେ ତା- ୧୩/୧୦/୨୦୨୫ ରିଖରେ ଅନୁଷ୍ଠିତ ହୋଇଯାଇଛି। ଆଂଚଳିକ ସାଧନ ସଂଯୋଜକ ଶ୍ରୀ ସଞ୍ଜୟ କୁମାର ନାୟକଙ୍କ ତତ୍ତ୍ଵାବଧାନରେ କ୍ଳଷ୍ଟର ୯ ଟି ବିଦ୍ୟାଳୟ ରୁ ୧୦୦ ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଗୁରୁବାରି ସାହୁ ସଭାପତି ଆସନ ଅଳଙ୍କୃତ କରିଥିଲେ ମୁଖ୍ୟ ଅତିଥି ରୂପେ ମଧୁସୂଦନ ଦାସ (ସରପଞ୍ଚ ପ୍ରତିନିଧି),ଭିକାରୀ ଚରଣ ସାହୁ( ବିଶିଷ୍ଠ ସମାଜ ସେବୀ) ପ୍ରଶାନ୍ତ କୁମାର ପାଇକରାୟ(ସମିତି ସଭ୍ୟପ୍ରତିନିଧି),ବସନ୍ତ ପରିଡ଼ା ( SMC ଚେୟାରମ୍ଯାନ), ମାନସ ରଞ୍ଜନ ଦାସ ( ସଭାପତି ପଞ୍ଚ ସଖା ସେତୁ), ରମେଶ ଚନ୍ଦ୍ର ସାହୁ ( ପ୍ରଧାନ ଶିକ୍ଷକ ଗଡମାଣତିର ଉଚ୍ଚ ବିଦ୍ୟାଳୟ), ଦାଶରଥି ବେହେରା ( ପ୍ରଧାନ ଶିକ୍ଷକ ଲୋକିପୁର) ଜମ୍ବେଶ୍ଵର ମଙ୍ଗରାଜ (ପ୍ରଧାନ ଶିକ୍ଷକ କୋଚିଆଖାଲ), ପବିଧର ପରିଡା ପ୍ରଧାନ ଶିକ୍ଷକ ( ପ୍ରଧାନ ଶିକ୍ଷକ କୋତଳାଙ୍ଗ)। ଶ୍ରୀ ଅଶୋକ କୁମାର ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ। କ୍ଳଷ୍ଟର ଅନ୍ୟ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ଉପସ୍ଥିତିରେ କୃତିତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସାର୍ଟିଫିକେଟ୍ ଓ ପୁରସ୍କାର ବିତରଣ କରାଯାଇଥିଲା।

You may have missed