June 21, 2026

କୁସୁମୀ ଠାରେ ପଞ୍ଚାୟତ ସ୍ତରୀୟ ପରବ ଉଦଯାପିତ.

IMG-20241114-WA0013
Share

 

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର କୁସୁମୀ ପଞ୍ଚାୟତ ଠାରେ ପରବ 2024ପାଳିତ ହୋଇଯାଇଛି.ଏହି ଅବସର ରେ ବନ ଦୁର୍ଗା ମନ୍ଦିର ଦେଇ ପଞ୍ଚାୟତ ପରିକ୍ରମା କରାଯାଇଥିଲା. ଗଙ୍ଗାଧର ଉଚ୍ଚ ବିଦ୍ୟାଳୟ ରେ ରଚନା ଓ ଚିତ୍ରାଙ୍କନ ପ୍ରତି ଯୋଗିତା ଏବଂ କ୍ରୀଡା ପ୍ରତି ଯୋଗିତା ମଧ୍ୟ ହୋଇଥିଲା.ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ଗଣେଶ କୁଲଦୀପ ଙ୍କ ପରିଚାଳନା ରେ ଆୟୋଜିତ ଏହି ପଞ୍ଚାୟତ ସ୍ତରୀୟ ପରବ ଚଳିତ ମାସ ଏଗାର ତାରିଖ ଦିନ ଏହି ପଞ୍ଚାୟତ ସ୍ତରୀୟ ପରବ ର ଶୁଭାରମ୍ଭ ହୋଇଥିଲା ଏବଂ ଆଜି ଉଦ ଯାପନୀ ଉତ୍ସବ ରେ ସ୍ଥାନୀୟ ସରପଞ୍ଚ ସନମତି ଗଦବା. ସମିତି ସଭ୍ୟା ଜାନକୀ ଭତରା. ଯୁବ ଆଇନ ଜୀବି ଘନ ଶ୍ୟାମ ବିଶୋଇ. ପୂର୍ବତନ ସରପଞ୍ଚ ନୀଳକଣ୍ଠ ନାଇକ ଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟ. ସଭ୍ୟା ଙ୍କ ସମେତ ସତାଧିକ ଗ୍ରାମ ବାସୀ ଉପସ୍ଥିତ ଥିଲେ. ବିଭିନ୍ନ କ୍ରୀଡା.ଚିତ୍ରାଙ୍କନ. ରଚନା ରେ ପ୍ରତି ଯୋଗୀଙ୍କୁ ମାନ ପତ୍ର ସହ ପୁରସ୍କାର ଅତିଥିଙ୍କ ଦ୍ଵାରା ବିତରଣ କରାଯାଇଥିବାର ଜଣା ଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ଓଡିଶା