୧୩୩ତମ ଆମ୍ବେଦକର ଜୟନ୍ତୀ ପାଳିତ

g pic
Share

କଲ୍ୟାଣସିଂହପୁର-୧୪/୪ (ନିପ୍ର) ରାୟଗଡା ଜିଲା କଲ୍ୟାଣସିଂ ହପୁର ବ୍ଲକ ଶିକରପାଇ ପଞ୍ଚାୟତର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ଥିବା ଡ଼.ବାବା ସାହେବ ଆମ୍ବେଦକରଙ୍କ ଫୋଟ ଅନୁସୂଚିତ ଜାତି ତରଫରୁ ୧୩୩ତମ ଆମ୍ବେଦକର ଜୟନ୍ତୀ ପାଳନ କରାଯାଇଛି । ଯୁବ ଗୋଷ୍ଠି ସଂଘ ସଭାପତି ମାଲେସ କୌଶଲ୍ୟା ଙ୍କ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବୈଜ୍ୟେଷ୍ଠ ମେଦ୍ରୀ ଗରଡ଼ିଆ ଯୋଗଦେଇଥିଲେ ।ପ୍ରତାପ ବଚ୍ଚା, ମୋନଜ ନାୟକ, ତିରୁମଲା ଗାଣ୍ଟ।,ଅମିତ ଗାଣ୍ଟ। ସମ୍ମାନୀୟ ଅତିଥି ଭାବେ ରହିଥିଲେ ।ଏଥିରେ ଆମ୍ବେଦକର ଙ୍କ ଜୀବନୀ ବିଷୟରେ ମତ ଦେଇଥିଲେ ।ଏଥିରେ ଅନୁସୂଚୀତ ଜାତି ଓ ଜନଜାତି ର ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ ।

You may have missed