ସ୍ଵାମୀ ମାରିବାର ମାସକ ପରେ ପତ୍ନୀ ଙ୍କ ମୃତୁ

Share

ଅସ୍ତରଙ୍ଗ,,ପୂର୍ବତନ ମନ୍ତ୍ରୀ ତଥା କାକଟପୁର ଜନ ନାୟକ ସ୍ୱୋର୍ଗତ ସୁରେନ୍ଦ୍ରନାଥ ନାୟକ ମୃତୁ ହେବାର ଠିକ୍ ମାସକ ଭିତରେ ତାଙ୍କର ସହଧର୍ମିଣୀ ଶ୍ରୀମତୀ ଚାରୁବାଳା ନାୟକ ଙ୍କର ମଙ୍ଗଳବାର ସକାଳୁ ୮୩ ବର୍ଷ ବୟସରେ ପରଲୋକ ହୋଇଛି । ଦେହ ଅସୁସ୍ଥ ଥିବାରୁ ଏହି କିଛିଦିନ ହେବ ଭୁବନେଶ୍ଵର ର ଆପୋଲ ହସ୍ପିଟାଲ ରେ ଚିକିତ୍ସାଧୀନ ଥିଲେ । ହସ୍ପିଟାଲ ରେ ମୃତ ହୋଇଥିବା ଖବର ପ୍ରଚାରିତ ହେବା ପରେ ,କାକଟପୁର ଅଞ୍ଚକରେ ଶୋକର ଛାୟା ଖେଳି ଯାଇଥିଲା । ଭୁବନେଶ୍ୱର ଠାରୁ ଏକ ଶୁ ଶୋଭିତ ଜାନରେ ତାଙ୍କର ମର ଶରୀର ଅଣାଯାଇ ନିଜ ଗ୍ରାମ ଆଣକଣା ଠାରେ ଥିବା ନିଜ ଶ୍ମଶାନ ରେ ଶାଇ,ପଡିଶା ତଥା,ବନ୍ଧୁ ପରିଜନ,ଆତ୍ମୀୟ ଶୋଜନ ଙ୍କ ସହ, ବିଭିନ୍ନ ରାଜନୈତିକ ଦଳର ନେତୃ ବୃନ୍ଦଙ୍କ ଉପସ୍ଥିତିରେ ସବ ସଂସ୍କାର କରା ଜାଇ ଅଛି । ବଡ ପୁଅ ସ୍ଵାଧୀନ ମୁଖାଗ୍ନି ଡ଼େଇଥ ଲେ ।

You may have missed