June 23, 2026

ସୀମାନ୍ତରେ ନୂତନ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ

IMG-20230513-WA0041
Share

ସୀମାନ୍ତରେ ନୂତନ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ

 

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ଚତିଶ ଗଡ଼ ସୀମାନ୍ତ ରେ ଥିବା ଚାନ୍ଦିଲି ପଞ୍ଚାୟତ ର ସଦର ମହକୁମା ଠାରେ ଅଜି ନୂତନ ଭାବରେ ନିର୍ମାଣ ହୋଇ ଥିବା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କୁ ସ୍ଥାନୀୟ ବିଧାୟିକା ଶ୍ରୀମତୀ ପଦ୍ମିନୀ ଦିଆନ ଉଦଘାଟନ କରିଥିଲେ. ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସାରଥୀ ପ୍ରସାଦ ମୁନି ଙ୍କ ଅଧକ୍ଷ ତା ରେ ଅନୁଷ୍ଠିତ ଏହି କାର୍ଯ୍ୟ କ୍ରମ ରେ ଜ଼ିଲ୍ଲା ପରିଷଦ ସଭ୍ୟ ଶ୍ରୀ ତ୍ରିପତି ଚାଲ୍ଲାନ. ସାଂସଦ ପ୍ରତନିଧି ତ୍ରିପତି ବାଲାଜୀ ମହାନ୍ତି. ସୁଧୀର ଚନ୍ଦ୍ର ମହାନ୍ତି. ପଦ୍ମ ନାଭ ବିଶୋଇ. ଏବଂ ବ୍ଲକ ଅଧକ୍ଷା ଶ୍ରୀମତୀ କୋମଳା ଭତରା. ଉପା ଧକ୍ଷ ତପନ ପାଣି ଗ୍ରାହୀ. ସରପଞ୍ଚ ପୁଷ୍ପା ପୂଜାରୀ. ଆର ଏନ ମିଶ୍ର ଅଧିକ୍ଷକ ଡି ଡି ଏଚ ,ଏନ ଆର ଏଚ ଏମ ସହକାରୀ ଯନ୍ତ୍ରୀs ବିଶ୍ୱ ରଞ୍ଜନ ସଡ଼ଙ୍ଗି କନିଷ୍ଟ ଯନ୍ତ୍ରୀ ସୁରେନ୍ଦ୍ର କୁମାର ରଥ ଫୋର୍ମାସିଷ୍ଟ ସଞ୍ଜୟ ସାହୁ ଙ୍କ ସମେତ ବିଭାଗୀୟ କର୍ମ ଚାରି ମାନେ ଉପସ୍ଥିତ ଥିଲେ I କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟନାୟକ ଙ୍କ ରିପୋର୍ଟ ନିଉସ ଉପାନ୍ତ ଓଡ଼ିଆ

You may have missed