April 28, 2026

ଖୋର୍ଦ୍ଧାରେ ଭାରତ ବନ୍ଦର ଆଂଶିକ ପ୍ରଭାବ,ସାମିଲ ହେଲେ ବିଭିନ୍ନ ଶ୍ରମିକ ସଂଗଠନ

IMG-20260213-WA0017
Share

 

ଖୋର୍ଦ୍ଧା, (ପ୍ରିୟଙ୍କା ମହାପାତ୍ର) ୫୭ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ଛକରେ ସଂଗଠନ ମାନଙ୍କ ଧର୍ମଘଟ। ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଗାଡି ମୋଟର ଲମ୍ବା ଲାଇନରେ ଠିଆ ହୋଇଛି।

ଆଜି ସାରା ଦେଶରେ ଚାଲିଛି ଧାରଣା । ୪ଶ୍ରମ କୋଡ଼କୁ ବିରୋଧ କରି ଖୋର୍ଦ୍ଧା ୫୭ନମ୍ବର ଜାତୀୟ ରାଜପଥ ନୂଆବସଷ୍ଟାଣ୍ଡର ଛକରେ ଚାଲିଛି ଧର୍ମଘଟ। ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଗାଡି ମୋଟର ଲମ୍ବା ଲାଇନରେ ଠିଆ ହୋଇଛି।

ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ କଡା ପ୍ରହରା ଦେଇଛନ୍ତି।

ଖୋର୍ଦ୍ଧାରୁ ନୟାଗଡ଼ର ମୁଖ୍ୟ ଜାତୀୟ ରାଜପଥ ଅବରୋଧକାରଣରୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକ ମାନେ। ବାମ ପନ୍ଥୀ ଦଳର ନେତୃତ୍ୱରେ ଶତାଧିକ କର୍ମୀ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ଛକରେ ଜାତୀୟ ରାଜପଥକୁ ଅବରୋଧ କରି ଚଳାଇଛନ୍ତି ଆନ୍ଦୋଳନ।