ବଢୁଛି କୁଚିଆ ଓ ଚୋରା ମଦ କାରବାର ନିରବ ରେ ଅବକାରୀ ବିଭାଗ
ବଢୁଛି କୁଚିଆ ଓ ଚୋରା ମଦ କାରବାର ନିରବ ରେ ଅବକାରୀ ବିଭାଗ
ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅବକାରୀ ବିଭାଗ ଏବେ କୋମାରେ l ଦିନ ଅନୁଯାଇ କୁଚିଆ ମଦ କରବାର କୁଟୀର ଶିଳ୍ପ ପାଲଟି ଥିବା ବେଳେ ନିରବ ହୋଇ ରହିଛି ଅବକାରୀ ବିଭାଗ l ବିଭାଗର ଅଧିକାରୀ ଷ୍ଟାପ କମ ଥିବା କହୁଥିବା ବେଳେ ଅନ୍ୟ ପକ୍ଷେ ଗାଁ ଗୁଡିକ ରେ କୁଚିଆ ଓ ଚୋରାମଦ କାରବାର ବଢ଼ିବାରେ ଲାଗିଛି l ବିନିକା ଅଂଚଳ ର ବିଭିନ୍ନ ଅଂଚଳ ରେ ବଢୁଛି କୁଚିଆ ମଦ କାରବାର ଓ ଚୋରା ମଦ କାରବାର ତେବେ ଚୋରା ଓ କୁଚିଆ ମଦ କାରବାର ବଢୁଥିବା ବେଳେ ଅବକାରୀ ବିଭାଗ କାହିଁକି ନିରବ ଓ କି ମଧୁଚନ୍ଦ୍ରିକା ରହିଛି ଏହାକୁ ନେଇ ଜନସାଧାରଣ ରେ ବେଶ ପ୍ରଶ୍ନବାଚୀ ସୃଷ୍ଟି ହେଉଛି l