April 30, 2026

ଶ୍ରୀ ଶ୍ରୀ ଇଙ୍ଗଲାଜି ମାତା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ବକୋଦା ପଞ୍ଚାୟତ ବଡ଼ ମହୁଭଟା ଠାରେ ଆୟଜିତ।

IMG-20230912-WA0014
Share

ଶ୍ରୀ ଶ୍ରୀ ଇଙ୍ଗଲାଜି ମାତା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ବକୋଦା ପଞ୍ଚାୟତ ବଡ଼ ମହୁଭଟା ଠାରେ ଆୟଜିତ।

(ଉମରକୋଟ ରୁ ଏମ୍.ଦୀନା°ଶୁ ଆଚାରୀ ଙ୍କ ରିପୋର୍ଟ)

ଉମରକୋଟ ବ୍ଲକ୍ ବାକୋଦ ପଞ୍ଚାୟତ ବଡ଼ ମହୁଭଟା ରେ ଅନ୍ତିମ ଦିନରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଇଘର ବ୍ଲକ ଉପାଧ୍ୟକ୍ଷ ତଥା ବିଜୁ ଜନତା ଦଳର ଯୁବ ନେତା ଶ୍ରୀ ଗୁପ୍ତ ପ୍ରସାଦ ଝାଙ୍କର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉମରକୋଟ ବ୍ଲକ ଏକ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଚନ୍ଦନ ରାୟ, ଅନ୍ୟତମ ଅତିଥି ଭାବେ ବକୋଦା ପଞ୍ଚାୟତ ସମିତି ସଭ୍ୟା ପ୍ରତିନିଧି ଶ୍ରୀ ଲଖନ ଭତ୍ରା, ପୂର୍ବତନ ସମିତି ସଭ୍ୟା ମାନଦାସ ପନକା, ବିଜୁ ଛାତ୍ର ଦଳ ଯୁବ ନେତା ଗଣେଶ କୁମ୍ବାର, ଯୁବ ନେତା ନରସିଂ କଲାର, ବିଜୁ ଛାତ୍ର ଦଳ ଯୁବ ନେତା ଲାଇବାନ କଲାର, ୱାର୍ଡ ମେମ୍ବର ଭୂଷଣ ଭତ୍ରା ଓ ଗାଁ ର ସମସ୍ତ ଜ୍ୟଷ୍ଠ ବରିଷ୍ଠ ପୂଜାରୀ ଗାଁଉଁଟିଆ ସମସ୍ତେ ଉପସ୍ଥିତ ରହି ବିଜେତା ଟିମ୍ କୁ ଟ୍ରପି ଏବଂ ୭୦୦୦ଟଙ୍କା ଓ ଉପ ବିଜେତା ଟିମ କୁ ଟ୍ରପି ଏବଂ ୫୦୦୦ ଟଙ୍କା ପୁରସ୍କାର ବିତରଣ କରାଗଲା !!

You may have missed