June 13, 2026

ରାଜ୍ୟସଭା ସାଂସଦ ମୁନା ଖାଁଙ୍କ ଦିନିକିଆ ଉମରକୋଟ ବ୍ଲକ ଗସ୍ତ……….

IMG-20251011-WA0004
Share

 

 

ଉମରକୋଟ:-(ଏମ.ଦୀନା°ଶୁ ଆଚାରୀ) ରାଜ୍ୟ ସଭା ସାଂସଦ ଜନାବ

ମୁନା ଖାଁ ଆଜି ଦିନିକିଆ ଉମରକୋଟ ଗସ୍ତ ରେ ଆସିଥିଲେ।ସାଂସଦ ମୁନା ଖାଁ ଉମରକୋଟରେ ପହଞ୍ଚିବ। ପରେ ଜନ ଜାଗୃତି ମିଶନ ପକ୍ଷରୁ ଉମରକୋଟ ଠାରେ ଭବ୍ୟ ସମ୍ବର୍ଧନା ଜ୍ଞାପନ କରଯାଇଥିଲା। ପ୍ରଥମେ ମୁନା ଖାଁ ବଡ଼ କୁମାରୀ ଗ୍ରାମ ପଞ୍ଚାୟତର ତାଲାପଦର ଗ୍ରାମ ଠାରେ ତାଙ୍କ ନିଜସ୍ଵ ପାଣ୍ଠିରୁ ତ୍ରିନାଥ କମୁନିଟି ସେଣ୍ଟର୍ ର ନିର୍ମାଣ ପାଇଁ ଶୁଭ ଦେଇଥିଲେ। ଏଠାରେ ଜନ ଜାଗୃତି ମିଶନ ପକ୍ଷରୁ ଆୟୋଜିତ ଏକ ସଭାକୁ ଉଦବୋଧନ ଦେଇ ମିଶନ ଲକ୍ଷ୍ୟ ଓ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ମିଶନ ସବୁ ବେଳେ ଦଳିତ, ନିସହାୟ ଲୋକଙ୍କ ସ୍ୱର ହେବ।ସହ ଲୋକଙ୍କ ସମସ୍ୟା କୁ ପ୍ରଶାସନ ମିକଟରେ ଫେରାଦ ହେଇ ସମାଧାନ କରିବା ପାଇ କାର୍ଯ୍ୟ କରୁ ବୋଲି ରାଜ୍ୟ ସଭା ସାଂସଦ ଅନୁରୋଧ କରିଥିଲେ। ଜନ ଜାଗୃତି ମିଶନର ମୁଖ୍ୟ ତଥା ସମାଜ ସେବୀ କ।ଜାମ ମଦାନି ମିଶନ

ସମ୍ବାଦ ଓ ଆମ ଓଡ଼ିଶା ସହ ରକ୍ତ ଦାନ ଶିବିର କରିବା,ଚେଙ୍କ ବିରୋଧରେ ସଚେତନ ଅଭିଯାନ, ପରିମଳ ଉପରେ ସଚେତନ ସୃଷ୍ଟି କରିବା ସହ ଅଂଚଳରେ କ୍ରୀଡାର ବିକାଶ କ୍ଷେତ୍ରରେ ବିକାଶ କରିବା ସହ ଲୁକାୟୀତ କଳା ପ୍ରତିଭାକୁ ମଧ୍ୟ ବାହାର କରିବାରେ ସଫଳ ହେଇଛି ବୋଲି କହିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବରେ ସରକାରୀ ଓକିଲ ସୁଧାଂଶୁ ସାଧୁ,ଦାମୁ

ସ।ନ୍ତ।,ପର୍ସୁ ଭତ୍ର।,ତୁଳା ଭତ୍ର।,ଲାଲୁ ସ।ନ୍ତ।, ଅହମ୍ମଦ ଭାଇ, କାଳିଆ ହରିଜନ ପ୍ରମୁଖ ଉପସ୍ଥିତ ଥିଲେ। ପରେ ସାଂସଦ ଖ।ଣ୍ଡା ଗ୍ରାମ ପଞ୍ଚାୟତ ଅଧୀନରେ ଆସୁ ଥିବା ଦେପୁର ଠାରେ ଅନୁଷ୍ଠିତ ୩ ଦିନିଆ ଫୁଟବଲ ମ୍ୟାଚର ଫାଇନାଲ ମ୍ୟାଚ ରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ। ୩ ଦିନ ଧରି ଚାଲିଥିବା ଏହି ପ୍ରତିଯୋଗୀତା ରେ ମୋଟ ୨୪ଟି ଦଳ ଅଂଶ ଗ୍ରହଣ କରି ଥିଲେ। ଫାଇନାଲ ମ୍ୟାଚ ଦେପୁର ଫୁଟବଲ କ୍ଲବ୍ ଓ ଢେପଗୁଡା ମଧ୍ଯରେ ଅନୁଷ୍ଠିତ ହେଇ ଥିଲା।ଏଥିରେ ଦେପୁର ଢେପଗୁଡା ଟିମକୁ ୨- ୦ ଗୋଲରେ ପରାସ୍ତ କରି ଚମ୍ପିୟାନ ହେଇ ଥିଲେ। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଂସଦ ମୁନା ଖାଁ ବିଜୟୀ ଦେପୁର ଦଳ କୁ ନଗଦ ୯ ହଜାର ଟଙ୍କା ଓ ଟ୍ରଫି ସାଂସଦ ମୁନା ଖାଁ ପ୍ରଦାନ କରିବ। ବେଳେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଦେଇ ଜନ ଜାଗୃତି ମିଶନର ମୁଖ୍ୟ କ।ଜ।ମ ମଦ।ନି ରନର ଦଳ ଢେପଗୁଡା ଦଳକୁ ୬୫୦୦ ଟଙ୍କ। ଓ ଟ୍ରଫି ପ୍ରଦାନ କରିଥିଲେ। ଫାଇନାଲ ମ୍ୟାଚ ଦେଖିବା ପାଇଁ ପଡିଆ ରେ ପ୍ରାୟ ୨ ହଜାର ଦର୍ଶକ ଉପସ୍ଥିତ ଥିଲେ।

You may have missed