April 29, 2026

କୋରାପୁଟ ଜ଼ିଲ୍ଲା କୁନ୍ଦୁରା ବ୍ଲକର ରାଣୀଗୁଡା ପଞ୍ଚାୟତ କାର୍ଯାଳୟ ଠାରେ ଆଜି ପଞ୍ଚାୟତ ଗ୍ରାମ ପଞ୍ଚାୟତ ସ୍ତରୀୟ ସଚେତନତା ଓ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି.

IMG-20250811-WA0125
Share

  କୋରାପୁଟ ଜ଼ିଲ୍ଲା କୁନ୍ଦୁରା ବ୍ଲକର ରାଣୀଗୁଡା ପଞ୍ଚାୟତ କାର୍ଯାଳୟ ଠାରେ ଆଜି ପଞ୍ଚାୟତ ଗ୍ରାମ ପଞ୍ଚାୟତ ସ୍ତରୀୟ ସଚେତନତା ଓ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି. ଉକ୍ତ ଶିବିର ରେ ଅଞ୍ଚଳ ର ରାସ୍ତା ଘାଟ ର ମରାମତି ଓ ନୂତନ ସଡ଼କ କରିବା. ପାନୀୟ ଜଳ. ବିଦ୍ୟୁତ ସଂଯୋଗ. ବିଭିନ୍ନ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ରେ ପାଚେରି କାନ୍ଥ ନିର୍ମାଣ କରିବା ଏବଂ ଏକଲବ୍ୟ ସ୍କୁଲ ରେ ବହୁ ଅନୀୟ ମିତତା ଲାଗି ରହିଛି କୋଟପାଡ଼ ଅକଲବ୍ୟ ସ୍କୁଲ ର ପ୍ରିନସିପାଲ ଏଠାରେ ଦାୟିତ୍ୱ ଅଛନ୍ତି ତେଣୁ ସ୍ଥାୟୀ ପ୍ରିନସିପାଲ ନିଯୁକ୍ତି ଦେବା ପାଇଁ ଅଭିଯୋଗ ଶୁଣାଣି ରେ ଲିଖିତ ଦିଆ ଯାଇଥିବା ଜଣାଯାଇଛି. ବ୍ୟକ୍ତଗତ ତିନୋଟି ଏବଂ ଗୋଷ୍ଠୀଗତ ଚଉଦ ଗୋଟି ମୋଟ ସତର ଗୋଟି ଅଭିଯୋଗର ଜନ ଶୁଣାଇ ହୋଇଥିବାର ଜଣାଯାଇଛି. ସରପଞ୍ଚ ଶିବ ପ୍ରଧାନୀ. ବିଡ଼ିଓ ପି ମାନସ୍ମି ତା. ସିଡିପିଓ ଆରତୀ ମହାପାତ୍ର.ପିଇଓ ବିକାଶ ଶତପଥୀ.ତହସିଲଦାର ବିନୋଦ କୁମାର ନାୟକ ସମିତି ସଭ୍ୟା ସୁବର୍ଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର