April 29, 2026

ଜିଲ୍ଲା ସଭାପତି ଙ୍କ ଖାରିପଦା ଗ୍ରାମରେ ଥିବା ମା ଦାରୁପାଣୀ ଶକ୍ତି ପୀଠ ପରିଦର୍ଶନ

IMG-20230310-WA0009
Share

..ଗଜପତି ଜିଲ୍ଲା ରା,ଉଦୟଗିରି ବ୍ଲକ୍ ଅନ୍ତର୍ଗତ ଅବାରସିଙ୍ଗ ପଞ୍ଚାୟତର ଖାରିପଦା ଗ୍ରାମରେ ଥିବା ମା ଦାରୁପାଣୀ ଶକ୍ତିପୀଠ ରେ ଆଜି ମାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟ କ୍ରମରେ ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ଜଗବନ୍ଧୁ ଦାସ ଯୋଗ ଦେଇଛନ୍ତି । ୪ ଖଣ୍ଡ ଗ୍ରାମ ଯଥା ଖାରିପଦା, ଡ଼ମ୍ବଡିହ,ଉପର ଡ଼ମ୍ବଡିହ, ସିନ୍ଧବା,ଜନସାଧାରଣ ଙ୍କ ସହଯୋଗ ତଥା ପବିତ୍ର ଗମାଙ୍ଗ, ବାଙ୍କ ଭାଇ,ସମାଜସେବୀ ନୀଳମାଧଵ ନାୟକ ଙ୍କ ତତ୍ତ୍ୱାବଧାନରେ ମହା ଆଡ଼ମ୍ବରରେ ପାଳିତ ହେଉଅଛି ।

You may have missed