July 6, 2024

ଆଜି ତା 09/11/2023 ରିଖ ଦିନ ଶ୍ରୀ ଶରତ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ଓ ଶ୍ରୀ ରମେଶ ଚନ୍ଦ୍ର ଜେନା ଙ୍କ ତତ୍ୱାବଧାନ

Share

ଆଜି ତା 09/11/2023 ରିଖ ଦିନ ଶ୍ରୀ ଶରତ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ଓ ଶ୍ରୀ ରମେଶ ଚନ୍ଦ୍ର ଜେନା ଙ୍କ ତତ୍ୱାବଧାନ ରେ ପୁରୀ ଶ୍ରୀମନ୍ଦିର ର ଚାରି ଦ୍ୱାର ଖୋଲିଵା, ରତ୍ନଭଣ୍ଡାର ଖୋଲିଵା ସହ ଗଣତି ଓ ବେଦାନ୍ତ ନେଇଥିବା ଜମି କୁ ଫେରାଇ ଆଣି ଚାଷୀଙ୍କୁ ଦାଇତ୍ୱ ଦେବା ନିମନ୍ତେ ସକାଳ 9 ଟା ରୁ 11 ଟା ବଡ଼ଗଡ଼ ରେ ଏବଂ 11 ଟା ରୁ 1 ଯାଏଁ ସୋରଡ଼ା ଠାରେ “ସଂକୀର୍ତନ ସତ୍ୟାଗ୍ରହ” ର ଆୟୋଜନ କରାଯାଇ ମନ୍ଦିର ଆଗରେ କୀର୍ତନ କରାଯାଇଥିଲା ପୁରା ସହର ପରିକ୍ରମା କରାଯାଇଥିଲା | ଓ ଏଥିରେ ଶ୍ରୀ ହରିକୃଷ୍ଣ ରଥ କଂଗ୍ରେସ ବ୍ଲକ ପ୍ରେସିଡେଣ୍ଟ,ବିନାୟକ ଗୌଡ଼ ଦିଲୀପ ସୁଆର ବୁଧଦେବ ମଲ୍ଲିକ ରଞ୍ଜନ ମଲ୍ଲିକ ଶରତ ସ୍ୱାଇଁ ମିଳନ ସ୍ୱାଇଁ,ଗୌଡ଼ ଷ୍ଟ୍ରୀଟ ପାଇକ ସାହି ବିଞ୍ଝାଗିରି ବାଲିଘାଇ କୀର୍ତନ ମଣ୍ଡଳୀ ଯୋଗଦେଇ ଥିଲେ | ଏହା ଦ୍ୱାରା ସରକାର ଙ୍କୁ ଅନୁରୋଧ ଯେ ଏହି ଦାବି କୁ ବିଚାର କୁ ନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ.                                  ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ

You may have missed