September 5, 2026

ତ୍ରିନାଥ ଦେବଙ୍କ ୪୨ତମ ବାର୍ଷିକ ଉତ୍ସବ

IMG-20260309-WA0021
Share

 

 

ବେଗୁନିଆ ବ୍ଳକ (ଉପାନ୍ତ ଖବର ମାନସ ରଞ୍ଜନ କର) ସୁଆଁଳ ଗ୍ରାମ ଆଦି ବାସି ସାହିରେ ତ୍ରିନାଥ ଦେବଙ୍କ ୪୨ତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଅଛି ମୁଖ୍ୟଅତିଥି ଭାବରେ ବେଗୁନିଆ ବୋଲଗଡ ବିଧାୟକ ପ୍ରଦୀପ କୁମାର ସାହୁ, ରାଧାକାନ୍ତପୁର ସରପଞ୍ଚ ଜୁଳିତା ଦାସ, ପ୍ରଫୁଲ କୁମାର ସାହୁ, ପିଣ୍ଟୁ ଭାଇ, ନକୁଳ ମୁଦୁଲି, ବାସୁ ପୃଷ୍ଟି, ଅଭିନଭାଇ ପ୍ରମୁଖ ଯୋଗଦେଇଥିଲେ। କର୍ତ୍ତା କର୍ତ୍ତୀ ବାବୁଲି ନାୟକ, ସଂଯୁକ୍ତା ନାୟକ ବସିଥିଲେ ପୂଜାକର୍ମ ସୁରଥ ଦାସ, ବିଦ୍ୟାଧର ଦାସ କରିଥିଲେ କମିଟିର ସଦସ୍ୟ ଅଗାଧୁ ନାୟକ, ବୈକୁଣ୍ଠ ନାୟକ, ବନମାଳି ନାୟକ,ରାଉଳ ନାୟକ, ତ୍ରିନାଥ ନାୟକ,ଭାଗୀରଥୀହେଉରୀ, ନାରଣ ନାୟକ, ବାବୁଲି ନାୟକ, ହରେକୃଷ୍ଣ ନାୟକ, ବ୍ରଜ ବଂଧୁ ନାୟକ, ଗଙ୍ଗାଧର ନାୟକ, ବାସୁଦେବ ସ୍ୱାଇଁ ଓ ଗ୍ରାମର ସମସ୍ତ କର୍ମିଉପସ୍ଥିତ ରହି ଶାନ୍ତିଶୃଙ୍ଖଳାର ସହିତ ପାଳନ କରିଥିଲେ

You may have missed