ଶାରଦୀୟ ଅଭିନନ୍ଦନ
ଦୁର୍ଗାପୂଜା ଓ ଗଜ ଲକ୍ଷ୍ମୀ ପୂଜା ଅବସରରେ ଓଡ଼ିଶା ସମେତ କୋଟପାଡ଼ ବ୍ଲକ ରେ ବାସ କରୁଥିବା ଅଗଣିତ ଜନସାଧାରଣ ଙ୍କ ମଙ୍ଗଳ ହେଉ,ଏତିକି ମାଁ ଦୁର୍ଗତି ନାସିନି ମାଁ ଦୁର୍ଗା ଏବଂ ମାଁ ଲକ୍ଷ୍ମୀ ଙ୍କ ନିକଟରେ ପ୍ରାର୍ଥନା କରୁଛି ସମସ୍ତଙ୍କର ମନସ୍କାମନା ପୂର୍ଣ୍ଣ କରିବା ସଙ୍ଗେ ମଙ୍ଗଳ କରନ୍ତୁ।
ଶ୍ରୀମତୀ ଗୀତା ମାଝୀ
ଜିଲ୍ଲା ପରିଷଦ ସଭ୍ୟା,କୋଟପାଡ଼ ବ୍ଲକ, କୋରାପୁଟ ଜିଲ୍ଲା
