ଖବର ଉପାନ୍ତ ଓଡିଶା ସମାଚାର ପୂର୍ବତନ ବାଚସ୍ପତି ଙ୍କ ଦେହାନ୍ତ, ଅଞ୍ଚଳରେ ଶୋକରଛାୟା upanta odisha November 7, 2023 Share ପୂର୍ବତନ ବାଚସ୍ପତି ତଥା ପୁରୀ ଜିଲ୍ଲା ବିଜେଡ଼ି ସଭାପତି ମହେଶ୍ବର ମହାନ୍ତିଙ୍କ ପରଲୋକ ଘଟିଛି । ମିଳିଥିବା ସୂଚନା ମୁତାବକ, ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗତ ୩୧ତାରିଖରୁ ଚିକିତ୍ସିତ ହେଉଥିଲେ । ପରଲୋକ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା । Post Navigation Previous ମୋହନାରେ ନିର୍ମାଣ ହେବ ବୃହତ୍ତର ବସ ରହଣୀ ସ୍ଥଳNext ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକଙ୍କୁ ଶିକ୍ଷକ ସଂଘ ତରଫରୁ ବିଦାୟ ସମ୍ବର୍ଦ୍ଧନା More Stories ଖବର ଉପାନ୍ତ ଓଡିଶା ସମାଚାର ବାଦପୁର ଭାଗବତ ସପ୍ତାହରେ ମହନ୍ତ ସମ୍ମିଳନୀ upanta odisha March 12, 2026 ଖବର ଉପାନ୍ତ ଓଡିଶା ସମାଚାର ହଳଦିଆରେ ଜଗନ୍ନାଥ କଥାମୃତ ମହୋତ୍ସବ ଉଦଯାପିତ upanta odisha March 12, 2026 ଖବର ଉପାନ୍ତ ଓଡିଶା ସମାଚାର ବେଧଡକ ଚାଲିଛି ପଲିଥିନ କାରବାର , ଗୃହପାଳିତ ପଶୁ ପ୍ରଭାବିତ, ପ୍ରତିକାର ଦାବି upanta odisha March 12, 2026