ଖବର ଉପାନ୍ତ ଓଡିଶା ସମାଚାର ପୂର୍ବତନ ବାଚସ୍ପତି ଙ୍କ ଦେହାନ୍ତ, ଅଞ୍ଚଳରେ ଶୋକରଛାୟା upanta odisha November 7, 2023 Share ପୂର୍ବତନ ବାଚସ୍ପତି ତଥା ପୁରୀ ଜିଲ୍ଲା ବିଜେଡ଼ି ସଭାପତି ମହେଶ୍ବର ମହାନ୍ତିଙ୍କ ପରଲୋକ ଘଟିଛି । ମିଳିଥିବା ସୂଚନା ମୁତାବକ, ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗତ ୩୧ତାରିଖରୁ ଚିକିତ୍ସିତ ହେଉଥିଲେ । ପରଲୋକ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା । Post Navigation Previous ମୋହନାରେ ନିର୍ମାଣ ହେବ ବୃହତ୍ତର ବସ ରହଣୀ ସ୍ଥଳNext ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକଙ୍କୁ ଶିକ୍ଷକ ସଂଘ ତରଫରୁ ବିଦାୟ ସମ୍ବର୍ଦ୍ଧନା More Stories ଖବର ଉପାନ୍ତ ଓଡିଶା ସମାଚାର ସରକାରୀ ବି. କୋଟିବାଡ଼ି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ upanta odisha September 8, 2026 ଖବର ଉପାନ୍ତ ଓଡିଶା ସମାଚାର ପୁଣି ଜଣେ ଏକ୍ସ JE ଭିଜିଲାନ୍ସ ଜାଲରେ, ଏ ହେଉଛନ୍ତି ସୁବ୍ରତ ମହାନ୍ତି OLIC ଡିଭିଜନ। upanta odisha September 8, 2026 ଖବର ଉପାନ୍ତ ଓଡିଶା ସମାଚାର ସମୀର ଦିବ୍ୟାଙ୍ଗ ଆଶ୍ରମରେ “ସହୟୋଗ ପଦ୍ମପୁର”ର ନୂଆଁଖାଇ ଭେଟି upanta odisha September 8, 2026