June 8, 2026

ଦିତିୟପର୍ଯ୍ୟାୟ ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଲୟ ର ଭିତି ପ୍ରସ୍ତର ସ୍ଥାପନ

IMG-20260607-WA0027
Share

 

ବୋଲଗଡ ବ୍ଲକ( ଉପାନ୍ତ ଖବର ମାନସ ରଞ୍ଜନ କର) ମାଣିବନ୍ଧ ପଞ୍ଚପଲ୍ଲୀ ଉଚ୍ଚବିଦ୍ୟାଳୟରେ ୭.୬.୨୦୨୬ରିଖ ରବିବାର ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ସମଗ୍ର ଓଡିଶାରେ ଦିତୀୟ ପର୍ଯ୍ୟାୟରେ ୨୦୪ଟି ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତି ପ୍ରସ୍ତର ସ୍ଥାପନ ହୋଇଯାଇଛି ଏଥିରେ ବୋଲଗଡ ବ୍ଲକର ୨ଟିସ୍କୁଳ ପଞ୍ଚପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ ମାଣିବନ୍ଧ ଓ ସରକାରୀ ଉଚ୍ଚବିଦ୍ୟାଳୟ ଗେଡ଼ିଆ ପଲ୍ଲୀରେ ସ୍ଥାପିତ ହୋଇଛି ଗ୍ରାମାଞ୍ଚଳରେ ଶିକ୍ଷାର ଭିତିଭୂମିର ବିକାଶ ସହିତ ବିଶ୍ଵସ୍ତରୀୟ ଶିକ୍ଷାପାଇଁ ସରକାରଙ୍କର ଏହି ଉଦ୍ୟମ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ସହାୟକ ହେବ ପଞ୍ଚପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ ମାଣିବନ୍ଧରେ ଏହାର ପ୍ରତିଷ୍ଠାତା ମାନେ ଯଥା ପତିତପାବନ ବଳବନ୍ତରାୟ, ବସନ୍ତ ଗୁଣ୍ଡିଆ, ଭାଗ୍ୟଧର ବରାଳ,ପ୍ରମୁଖ ଉପସ୍ଥିତ ରହିସମସ୍ତ ଙ୍କୁ ଉତ୍ସାହିତ କରିଥିଲେ ସ୍ଥାନୀୟ ସରପଞ୍ଚସୁନନ୍ଧା ବରାଳ, ଜେଇ ଅକ୍ଷୟ କୁମାର ସାହୁ, ପି ଇ ଓ ଯୋଗେନ୍ଦ୍ର କୁମାର ସାହୁ,ପଞ୍ଚଶକ୍ଷା ଶିକ୍ଷା ସେତୁର ସଭାପତି ମାୟାଧର ପଣ୍ଡା,ସ୍କୁଲ କମିଟିର ଭାଇସ ଚେୟାରମ୍ୟାନ ମାନସ ରଞ୍ଜନ କର, ସ୍କୁଲର ୧୫୦ ଜଣ ଛାତ୍ର,ଛାତ୍ରୀ, ସ୍କୁଲ କମିଟିର ସମସ୍ତ ସଦସ୍ୟ, ପଞ୍ଚାୟତରେ ବିଭିନ୍ନ SHG,ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ,ଗ୍ରାମବାସି ବିଶେଷକରି ସମ୍ନାନୀୟ୨୭ନଂ ଜିଲ୍ଲାପରିଷଦ ଙ୍କ ପ୍ରତୀନୀଧୀ ସୂର୍ଯ୍ୟକାନ୍ତ ଖୁଣ୍ଟିଆ, (ସାଧୁ), ଶ୍ରୀ କୁମାର ଖୁଣ୍ଟିଆ (ପ୍ରଭାତ)ଓ ବାନାମ୍ବର ଧଳ (ମନିଆ) ଉପସ୍ଥିତ ଥିଲେ ମାଣିବନ୍ଧ ପଞ୍ଚପଲ୍ଲୀ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମର କୁମାର ବେହେରା ଓ ବୋଲଗଡ ବିଡିଓ ସୁମନ ସୁଧା କୁଣ୍ଡୁ କାର୍ଯ୍ୟକ୍ରମକୁ ଶାନ୍ତି ଣ୍ଠଙ୍ଖଳାର ଶେଷ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥୀରେ

You may have missed