October 6, 2026

ନିଜ ଝିଅ ଜନ୍ମ ଦିବସରେ ନୂତନ ବିୟୁଟି ପାର୍ଲର ଉଦ୍ଘାଟନ କଲେ ମାଆ

IMG-20261006-WA0108
Share

 

ନିଜ ଝିଅର ଜନ୍ମ ଦିବସରେ ବିୟୁଟି ପାର୍ଲର ଉଦ୍ଘାଟନ ଉଦ୍ଘାଟନ କଲେ ମାଆ।ନିଆରା ଢ଼ଙ୍ଗରେ ରିନୀ ଲତା ଜେନା ନିଜ ୧୬ବର୍ଷୀୟ ଝିଅ ପ୍ରତିଜ୍ଞାର ଜନ୍ମ ଦିବସ ପାଳନ କରିବା ସହିତ କୁଜଙ୍ଗରୁ-ଚଟୁଆକୁ ସଂଯୋଗ କରୁଥିବା ଶିଶୁ ଡାକ୍ତର ଆଭା ପଟ୍ଟନାୟକ ମେଡ଼ିକାଲ ସମ୍ମୁଖରେ ବିୟୁଟି ପାର୍ଲର ଉଦ୍ଘାଟନ କରିଛନ୍ତି। ଏହି ଉତ୍ସବରେ ରେନୀଙ୍କର ପରିବାର ବର୍ଗ ଓ ବନ୍ଧୁ ବାନ୍ଧବ ଯୋଗଦେଇଥିବା ବେଳେ ଆଇନଜିବୀ ମଞ୍ଜୁଲତା ରାଉତ ଯୋଗ ଦେଇ ରେନୀଙ୍କ ଝିଅ ପ୍ରତିଜ୍ଞାକୁ ଜନ୍ମ ଦିବସର ଶୁଭେଚ୍ଛା ଜଣାଇବା ସହିତ କେକ୍ କାଟି ପରଷ୍ପର ମଧ୍ୟରେ ଖୁସି ମନାଇବା ସହିତ ରେନୀଙ୍କ ଡ୍ରିମ୍ ଲକ୍ ନାମକ ନୂତନ ବିୟୁଟି ପାର୍ଲରର ଶୁଭ ଉଦ୍ଘାଟନ କରିଥିଲେ।(ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )