May 14, 2026

ଉମରକୋଟ ରେ ବିଜେପିର ବୃକ୍ଷ ରୋପଣ ଅଭିଯାନ……….

IMG-20240706-WA0021
Share

 

ଉମରକୋଟ:-(ଏମ.ଦିନା°ଶୁ ଆଚାରୀ) ଆଜି ତା:୬/୭/୨୦୨୪ ଶନିବାର ନବରଙ୍ଗପୁର ଜିଲ୍ଲା ଉମରକୋଟ ନଗରମଣ୍ଡଳ ଠାରେ ଭାଜପା ତରଫରୁ ଏକ ବୃକ୍ଷ ରୋପଣ ଅଭିଯାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।ଜୁଲାଇ ୫ତାରିଖ “ବିଶ୍ଵ ପରିବେଶ ଦିବସ” ଅବସରରେ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ବାସିଙ୍କୁ ଆହ୍ବାନ ଦେଇଥିଲେ ମାଁ ଙ୍କ ନାମରେ ବା ମାଁ ଙ୍କ ସ୍ମୃତି ରେ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାନ୍ତୁ ବିଶ୍ବା ଗ୍ଲୋବାଲ ୱାର୍ମିଂ କୁ ନଜରରେ ରଖି ଏହି ପ୍ରକାର ଆହ୍ବାନ ଦେଇଥିଲେ ଯାହା ସାରା ବଶ୍ବ ପାଳନ କରୁଅଛି ।ଏହି ପରିପ୍ରେକ୍ଷୀରେ ଆଜି ଉମରକୋଟ ଭାଲୁଗୁଡା କଲ୍ୟାଣ ମଣ୍ଡପ ଠାରେ ବୃକ୍ଷ ରୋପଣ କାର୍ଯକ୍ରମ କରା ଯାଇଥିଲା ଏଥିରେ ମାନ୍ୟବର ଗଣଶିକ୍ଷା,ଆଦିବାସୀ ଜାତି ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ,ରାଜ୍ୟ ସଂମ୍ପାଦକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାହୁ,ବିଧାନସଭା ସଂଯୋଜକ ଶୁରେସ ଆଚାର୍ଯ୍ୟ,ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ କୁମାର ପାଢୀ,ଜିଲ୍ଲା ସମ୍ପାଦକ ରାମ ନାୟକ,ଜିଲ୍ଲା ମହିଳା ସଂମ୍ପାଦିକା ମନ୍ଦିରା ନାୟକ,ନଗର ସଭାପତି ଗୋପୀନାଥ ସାହୁ,ନଗର ସାଧାରଣ ସମ୍ପାଦକ ପ୍ରଭାତ ନାୟକ,ଯୁବ ମୋର୍ଚା ସଭାପତି ବାଦଲ ପଟ୍ଟନାୟକ,ରମେଶ ଦାସ,ସନତ ଠାକୁର,ସନ୍ତୋଷ ସରକାର,ମିଲୁ ପଣ୍ଡା,ସତ୍ୟ ବେହେରା,ସନ୍ତୋଷ ଶର୍ମା,ଦିଲିପ୍ ଭାଇ,ଦୁକାଲୁ ଭାଇ,ରାମ ଭାଇ,ଶ୍ରୀନୁ ଭାଇ,ଗୌତମ ଭାଇ,ଶଂକର ଭାଇ,ମୁନା ଭାଇ, ସନ୍ତୋଷ ଭାଇ ପ୍ରମୁଖ କାର୍ଯ୍ୟକର୍ତା ନେତୃବୃନ୍ଦ ଙ୍କ ସହ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇଥିଲେ ।