May 11, 2026

ଭନସୁଲି ପ୍ରଧାନ ଶିକ୍ଷକଙ୍କ ବଦଳିକୁ ନେଇ ଜ଼ିଲ୍ଲାପାଳଙ୍କ ଦ୍ୱାରସ୍ତ ହେଲେ ଗ୍ରାମବାସୀ.

IMG-20250106-WA0026
Share

 

 

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକ ଭନସୁଲି ପଞ୍ଚାୟତ ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟପ୍ରଧାନ ଶିକ୍ଷକ ଙ୍କ ବଦଳି କୁ କେନସେଲ କରିବା ପାଇଁ ଆଜି ଜ଼ିଲ୍ଲା ପରିଷଦ ଙ୍କ ସମେତ ସ୍କୁଲ କମିଟି ଜ଼ିଲ୍ଲା ପାଳ ଙ୍କୁ ସାକ୍ଷାତ କିରି ଲିଖିତ ଅନୁରୋଧ କରିଥିବାର ଜଣାଯାଇଛି. ସୂଚନା ଅନୁଯାଇ ଦାଇତ୍ୱ ରେ ଥିବା ପ୍ରଧାନ ଶିକ୍ଷକ ଯୋଗଦାନ ଦେବା ପର ଠାରୁ ସ୍କୁଲ ର ଉନ୍ନତି ସହ ଶିକ୍ଷା ଦାନ ରେ ମଧ୍ୟ ପରିଵର୍ତ୍ତନ ହୋଇଛି. ସୁରଭି କାର୍ଯ୍ୟ କ୍ରମ ରେ ମଧ୍ୟ ରାଜ୍ୟ ସ୍ତର ରେ ପୁରସ୍କୃତ ହୋଇଛି. କୌଣସି ଅଭିଯୋଗ ଉକ୍ତ ଶିକ୍ଷକ ଙ୍କ ବିରୋଧ ରେ ନାହିଁ. ତେଣୁ ଏହି ବଦଳିକୁ କେନସେଲ କରଯାଉ ବୋଲି ଏହି ଦରଖାସ୍ତ ରେ ଉଲେଖ ଥିବା ଜଣା ଯାଇଛି. ହେଲେ ଏହି ବିନା କାରଣ ବଦଳି କୁ ସହଯେ ହଜମ କରିପାରୁ ନାହାନ୍ତି ଅଭି ଭାବକ ଯେଉଁ ସ୍କୁଲ ରେ ବହୁ ଅନିୟମିତତା. ଶିକ୍ଷକ ବଦଳି କୁ ବାରମ୍ବାର ଲିଖିତ ଅଭିଯୋଗ କଲେ ମଧ୍ୟ ସେହି ସ୍କୁଲ ମାନଙ୍କୁ କୌଣସି ଅଧିକାରୀଙ୍କ ପାଦ ପଡୁ ନାହିଁ. ଭନସୁଲି ସ୍କୁଲ ର ପ୍ରଧାନ ଶିକ୍ଷକ ଙ୍କ ଲେବେଲ ଥ୍ରୀ ପୋଷ୍ଟ ବଣିଆ ସ୍କୁଲ ରେ ନାହିଁ. ବଦଳି ହବାର ନିୟମକୁ ଉଲଙ୍ଘନ କରାଯାଇଛି କୀ. ଏହି ବଦଳିର ଏକ ନିରପେକ୍ଷ ତଦନ୍ତ ର ଆବଶ୍ୟକ ତା ରହିଛି ବୋଲି ଅବିଭାବକ ଗଣ ମାଧ୍ୟମକୁ ସୂଚନା ପ୍ରଦାନ କରିଥିବାର ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା.