April 27, 2026
ajiro khabar
Share

 

 

୧-ଆଜିଠୁ ଆରମ୍ଭ ହେବାକୁ ଯାଉଛି ଐତିହାସିକ ବାଲିଯାତ୍ରା; ୮ ଦିନ ଧରି ଚାଲିବ ମୁକ୍ତାକାଶ ବାଣିଜ୍ୟ ମେଳା, ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି।

 

୨-ଭୁବନେଶ୍ବର:୧୧ରୁ ବଢିବ ଶୀତ,୯ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨୦ଡିଗ୍ରୀ ତଳେ।

 

୩-ପୁରୀ:କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରରେ ମୁତୟନ ହେବେ ୪୫ ପ୍ଲାଟୁନ ପୁଲିସ ଫୋର୍ସ।

 

୪-ଲାଞ୍ଚ ନେଇ ଫସିଗଲେ ପିପିଲି RI; ଏକ ମ୍ୟୁଟେସନ୍ ମାମଲାରେ ୬୦ ହଜାର ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ।

 

୫-ଭୁବନେଶ୍ବର:ଉତ୍କଳ ବିଲ୍ଡରସ୍‌ ଉପରେ IT ରେଡ୍, ଆୟକର ଫାଙ୍କିବା ଅଭିଯୋଗରେ ଚାଲିଛି ଚଢ଼ାଉ।

 

୬-ବ୍ରହ୍ମପୁର:ପୀତବାସ ପଣ୍ଡା ହତ୍ୟା ଘଟଣା,ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଜେରା, ଆଉ ଦୁଇ ଜଣଙ୍କୁ ଉଠାଇ ଆଣିଲା ପୋଲିସ।

 

୭-ପୋଲିସ ଏସଆଇ ପରୀକ୍ଷା ଜାଲିଆତି ମାମଲା, ଶଙ୍କର ପୃଷ୍ଟି ଓ ଅରବିନ୍ଦ ଦାସକୁ ୫ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ।

 

୮-ଆସନ୍ତା ୧୧ ତାରିଖ ଯାଏଁ ବଢ଼ିଲା ଯୁକ୍ତ ୨ ନାମଲେଖା ସମୟ ଅବଧି, ସମୟ ବଢ଼ିବା ନେଇ ସୂଚନା ଦେଲା CHSE।

 

୯-ଦିନେ ସମ୍ବଲପୁର ଭିଏସ୍‌ଏସ୍‌ ଷ୍ଟାଡିୟମ୍‌ରେ ଖେଳୁଥିଲେ ସେହୱାଗ, ଗମ୍ଭୀର : ଏବେ ଭାଙ୍ଗିଗଲାଣି ଦର୍ଶକ ଗ୍ୟାଲେରି, ପାଭେଲିୟନ୍‌।

 

୧୦-ରାଜଧାନୀରେ ମହିଳା ଡାକ୍ତରଙ୍କୁ ଅସଦାଚରଣ : ବନ୍ଧା ହେଲା ରସିକିଆ ଡାକ୍ତର କେ. ସେଠୀ।

 

୧୧-ବଢିବ ଭୁବନେଶ୍ୱର ମହାନଗର ନିଗମର ପରିସର, ଭୁବନେଶ୍ୱର ସହ ସଂଲଗ୍ନ ପଞ୍ଚାୟତର କିଛି କିଛି ଗାଆଁ ମିଶିବେ।

 

୧୨-ମାଲକାନଗିରି:ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ର କାରଖାନା ଧ୍ୱଂସ, ବିସ୍ପୋରଣ ପାଇଁ ମାଓବାଦୀ କରୁଥିଲେ ବଡ଼ ଯୋଜନା।

 

୧୩-ବାଣପୁର:ଅନଲାଇନ୍ ଟ୍ରେଡିଂରେ କ୍ଷତି,ବନ୍ଧକ ସୁନା ଗହଣା,ଟଙ୍କା ନେଇ ବ୍ଯାଙ୍କ କର୍ମଚାରୀ ଫେରାର।

 

୧୪-ବିହାର ବିଧାନସଭା ନିର୍ବାଚନ:ପ୍ରଥମ ପର୍ଯ୍ଯାୟ ପ୍ରଚାର ଶେଷ,ଗୁରୁବାରେ ହେବ ମତଦାନ।

 

୧୫-ପାଟନା:ତେଜସ୍ୱୀଙ୍କ ବଡ ଘୋଷଣା, ଜାନୁଆରୀ ୧୪ସୁଦ୍ଧା ପ୍ରତ୍ୟେକ ମହିଳାଙ୍କ ଆକାଉଣ୍ଟରେ ୩୦,୦୦୦ ଆର୍ଥିକ ସହାୟତା,କୃଷକଙ୍କୁ ମାଗଣା ବିଜୁଳି।

 

୧୬-ଛତିଶଗଡ଼ ବିଳାସପୁରରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା: ମାଲବାହୀ ଟ୍ରେନ୍ ଉପରେ ଚଢ଼ିଗଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ,୨୫ରୁ ଉର୍ଦ୍ଧ୍ବ ଆହତ।

 

୧୭-ନୂଆଦିଲ୍ଲୀ:ହିନ୍ଦୁଜା ଗ୍ରୁପ ଅଧ୍ୟକ୍ଷ ଶିଳ୍ପପତି ଗୋପୀଚାନ୍ଦ ହିନ୍ଦୁଜାଙ୍କର ୮୫ ବର୍ଷ ବୟସରେ ପରଲୋକ।

 

୧୮-ଟିକେଟ ବୁକିଂର ୪୮ଘଣ୍ଟା ପରେ ବି ହେବ କ୍ୟାନସେଲ୍‌: ନୂଆ ନିୟମ ଆଣିବ ଡିଜିସିଏ।

 

୧୯-ଭାରତକୁ ସୁରକ୍ଷା ପରିଷଦରେ ସାମିଲ୍ ନ କଲେ ଦୁର୍ବଳ ହୋଇ ଚାଲିବ ୟୁଏନ, ଚେତାବନୀ ଦେଲେ ଫିନଲାଣ୍ଡର ରାଷ୍ଟ୍ରପତି।

 

୨୦-୭୪% ଭାରତୀୟ ଛାତ୍ରଙ୍କ ଭିସା ଆବେଦନ ପ୍ରତ୍ୟାଖ୍ୟାନ କରିଛି କାନାଡା।ଅନ୍ୟଦେଶରୁ ଆବେଦନ କରିଥିବା ଛାତ୍ରଙ୍କ ମଧ୍ୟରୁ ୪୦% ଛାତ୍ରଙ୍କ ଭିସା ଆବେଦନ ପ୍ରତ୍ୟାଖାନ କରିଛି କାନାଡ଼ା ।

 

🙏 *ସୁପ୍ରଭାତ* 🙏