June 13, 2026

ଉମରକୋଟ ଠାରେ ଆରଏସଏସ ର ଶତ ବାର୍ଷିକ ଉପଲକ୍ଷେ ବିଶାଳ କାର୍ଯ୍ୟକ୍ରମ ଅନୁଷ୍ଠିତ……..

IMG-20251005-WA0007
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ସତ ବାର୍ଷିକ ମହୋତ୍ସବ ପାଳନ ମହା ସମାରୋହରେ ପାଳିତ ହେବ। ସହ ଉମରକୋଟ ଠାରେ ପେଣ୍ଡ୍ରାଣୀ ମହାବିଦ୍ୟାଳୟ ପଡିଆ ଠାରେ ଏକ ବୈଦିକ କାର୍ଯ୍ୟକ୍ରମ ରଖାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜକୁମାର ବାଘ (କୁଲୁ ସ୍ୱାମି) ତତ ସହ ଆୟlପ୍ପl ଗୁରୁଃ ସ୍ୱାମୀ ମୁଖ୍ୟବକ୍ତା ଭାବେ ପୂର୍ବ ଦକ୍ଷିଣ ମଧ୍ୟ କ୍ଷେତ୍ରର ସଂଗଠକ ତଥା ଅଖିଳ ଭାରତୀୟ ସଂଘର୍ଷ ବାହିନୀ ପ୍ରମୁଖ ଶ୍ରୀ ଅନ୍ନଦ ଶଙ୍କର ପାଣିଗ୍ରାହୀ, ଜିଲ୍ହା ସଙ୍ଘ ଚାଳକ ଶ୍ରୀ ଯୁଧିଷ୍ଠିର ରାଜଗଣ୍ଡ,ଖଣ୍ଡ ସଂଘ ଚlଳକ ଶ୍ରୀ ପ୍ରେମ ଚନ୍ଦ୍ର ଦାସ,ବିଭାଗ ପ୍ରଚାରକ ଶ୍ରୀମହେଶ୍ୱର ଭତ୍ରା, ଜିଲ୍ହା ପ୍ରଚାରକ ଶ୍ରୀ ହିରଣ୍ୟ ଗୌଡ଼,ଜିଲ୍ହା ସେବା ପ୍ରମୁଖ ଶ୍ରୀ ସତ୍ୟ ବ୍ରତ କର,ଜିଲ୍ହା ଶାରୀରିକ ପ୍ରମୁଖ ଶ୍ରୀ ଦେବି ସିଂ ଭତ୍ରା,ଜିଲ୍ହା ମହାବିଦ୍ୟାଳୟ ପ୍ରମୁଖ ଶ୍ରୀ କନ୍ତର ଭତ୍ରା,ଉମରକୋଟ ରାଇଘର ବିସ୍ତାରକ ଶ୍ରୀ ନରେନ୍ଦ୍ର ଗୌଡ଼,ଖଣ୍ଡ କାର୍ଯ୍ୟବାହ ଶ୍ରୀ ଖଗପତି ଭତ୍ରା ବିଶ୍ୱ ହିନ୍ଦୁ ପରିଷଦ ଜିଲ୍ଲା ସଭାପତି ଶ୍ର କୃପାରମ ସାହୁ, ବିଶ୍ସାବ ହିନ୍ଦୁ ପରିଷଦ ର ଜିଲ୍ହା କୋଷlଧକ୍ଷ ରଞ୍ଜନ ମହାପାତ୍ର,ବିଶ୍ୱହିନ୍ଦୁ ପରିଷଦ ପଷ୍ଟୋର ସମରସତl ପ୍ରମୁଖ ଶ୍ର ବାବୁ ଠାକୁର,ପ୍ରଖଣ୍ଡ ସଭାପତି ଶ୍ରୀ ଅଶୋକ କୁମାର ପ୍ରଧାନ ସ୍ୱୟଂମ ସେବକ ଗଣଶିକ୍ଷା ଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ସ୍ୱୟଂ ସେବକ ସାଂସଦ ଶ୍ରୀ ବଳଭଦ୍ର ମାଝୀ ମହାଶୟ,ସ୍ୱୟଂ ସେବକ ଶ୍ରୀ ରମେଶ ସାହୁ ବିଜେପି ରାଜ୍ୟ ସମ୍ପାଦକ, ସ୍ବୟଂ ସେବକ ଶ୍ରୀମାନ ଅଶୋକ ପାଢ଼ୀ ମନ୍ତ୍ରୀ ପ୍ରତିନିଧି, ସ୍ୱୟଂ ସେବକ ରାମ ନାୟକ ସାଂସଦ ପ୍ରତିନିଧି ଓ ବଜରଙ୍ଗ ଦଳ ର ପ୍ରମୁଖ କାର୍ଯ୍ୟକର୍ତ୍ତା ଅଶୋକ ପାତ୍ର ରମେଶ ଦୋରା, ମିଟୁ ପାତ୍ର, ପଙ୍କଜ ଠାକୁର ଅନେକ କାର୍ଯ୍ୟକର୍ତ୍ତା ସହ ସଂଘର ବିବିଧ କ୍ଷେତ୍ରର ଅନେକ ସ୍ୱୟଂ ସେବକ ଉପସ୍ଥିତି ସହ ବୋୖଦିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇ ଥିଲା।ପରେ ପେଣ୍ଡ୍ରାଣୀ ମହାବିଦ୍ୟାଳୟ ପଡିଆରୁ ପେଣ୍ଡ୍ରାଣୀ ମନ୍ଦିର ପର୍ଯ୍ୟନ୍ତ ପଦ ସଂଚଳନ କରାଯାଇଥିଲା ।ଏହି ସଂଚଳନ ଧ୍ୱଜ ଉପରେ ମାତୃଶକ୍ତି ଓ ଦୁର୍ଗାବାହିନୀ ସଦସ୍ୟା ପୁଷ୍ପବୃଷ୍ଟି କରିଥିଲେ। ସ୍ଵୟଙ୍କ ସେବକ ସଙ୍ଘ ମାନେ ଏହି ଦିବ୍ୟ କାର୍ଯ୍ୟକ୍ରମରେ ଉମରକୋଟ ନଗରର ଅନେକ ସ୍ୱୟଂ ସେବକ ସହ ଅନେକ ମାନ୍ୟ ଗଣ୍ୟ ଲୋକ ଉପସ୍ଥିତ ରହି ସଙ୍ଘର ଶତାବ୍ଦୀ କାର୍ଯ୍ୟକ୍ରମ ପେଣ୍ଡ୍ରାଣୀ ମନ୍ଦିରରେ ସମାପନ କରାଯାଇଥିଲା।

You may have missed