କାଶୀନଗର ଥାନା ଅଞ୍ଚଳରୁ ଆନ୍ଧ୍ର କୁ ଚୋରା ଚାଲାଣ ବେଳେ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ ଡ୍ରାଇଭର ଅଟକ

417e21d7-a11f-4dd6-894b-d602317747f1
Share

ପାରଳାଖେମୁଣ୍ଡି:୫/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା କାଶୀନଗର ଥାନା ଅଞ୍ଚଳ ରୁ କାଶୀନଗର ପୋଲିସ ପେଟ୍ରୋଲଙ୍ଗି କରୁଥିବା ବେଳେ ଧାରା ପଡିଛି ଲକ୍ଷାଧିକ ଟଙ୍କାର କାଠ l ଏକ ମହିନ୍ଦ୍ରା ମାକ୍ସ ଗାଡି ନମ୍ବର ap30x7141 ରେ ସାଗୁଆନ କାଠ ବୋଝଇ ହୋଈ ଯାଉଥିବା ବେଳେ କାଶୀନଗର ପୋଲିସ କାଠ ସହ ଗାଡ଼ିକୁ ଜବତ କରିବା ସହ ଲକ୍ଷାଧିକ ଟଙ୍କାର ସାଗୁଆନ କାଠ ସହ ଡ୍ରାଇଭର କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ, କାଶୀନଗର ପୋଲିସ ଓ ବନ ବିଭାଗ ଏହି ଚଢ଼ାଉ ରେ ସାମିଲ ଥିଲେ, ଥାନା ଅଧିକାରୀ ଗୋବିନ୍ଦ ଗୌଡ଼, ଶ୍ରୀ ସରକା, ଶ୍ରୀ ଶଙ୍କର ରାଓ ପ୍ରମୁଖ ସାମିଲ ଥିଲେ.