April 29, 2026

ଜମଲା ଡିଗ୍ରୀ କଲେଜରେ ଗୁରୁ ଦିବସ ପାଳିତ

IMG-20240905-WA0045
Share

 

ପଦ୍ମପୁର : (ଜୟନ୍ତ କୁମାର ସେଠ) ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜମଲା ଡିଗ୍ରୀ କଲେଜ ଜମଲାରେ ଆଜି ମହାସମାରେlହରେ ଗୁରୁଦିବସ

କଲେଜର ଅଧ୍ୟଷ ଡ. ସ୍ବାଧୀନ ଚନ୍ଦ୍ର ପଧାନଙ୍କ ତତ୍ତ୍ବାଵଧାନରେ ଅନୁଷ୍ଠିତ ହେlଇଯାଇଛି lଏହି ଅବସରରେ ଜମଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡିଆ ଅଧ୍ୟାପକ ବିକାଶ ପଧାନ ମୁଖ୍ୟବକ୍ତା ଭାବେ ଯେlଗଦାନ କରି ଗୁରୁଙ୍କ ମହିମା ଓ ଶିଷା ପାଇ ତାଙ୍କର ଅବଦାନ ଅତୁଳନୀୟ ବେlଲି ଆଲେlଚନା କରିଥିଲେ lଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ଥିଲେ lସଭା ଶେଷରେ ଅଧ୍ୟାପିକା ସୁରେଖା ଭୁଏ ଧନ୍ୟବାଦ ଦେଇଥିଲେ l