May 19, 2024

କାଶୀପୁର ବ୍ଲକ ଟିକିରି ଠାରେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ପ୍ରଚାର

Share


04 05 2024 ରାୟଗଡ଼ା ଜିଲ୍ଲା ଗ୍ରସ୍ତରେ ଆସି ପ୍ରଚାର କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଠାରେ ଆୟୋଜିତ ଏକ ବିଶାଳ ସମାବେଶରେ ଦଳୀୟ ପ୍ରାଥୀଙ୍କ ପାଇଁ ପ୍ରଚାର କରିବା ସହ ଲୋକଙ୍କ ସମର୍ଥନ ମାଗିଥିଲେ ।ରାଜ୍ୟସରକାର ଓଡିଶା ବାସୀଙ୍କ ପାଇଁ ବିଜୁସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମମତା ଯୋଜନା। ଲଷ୍ମୀ ବସ ଯୋଜନା ମିଶନ ଶକ୍ତି ପରି ଯୋଜନା ଲାଗୁ କରି ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିଥିବା ପ୍ରଚାର କରିଥିଲେ ଏହି ସମାବେଶରେ ବିଜେଡ଼ି କୋରାପୁଟ ସାଂସଦ ପ୍ରାଥିନି କୌଶଲ୍ୟା ହିକକl ଙ୍କ ସହ ରାୟଗଡା ବିଧାନସଭା ପ୍ରାଥିନି ଅନୁସାୟା ମାଝୀ ବିସମକଟକ ବିଧାନସଭା ପ୍ରାଥି ଜଗନାଥ ସାରକା ଗୁଣପୁର ବିଧାନସଭା ପ୍ରାଥି ରଘୁନାଥ ଗମାଙ୍ଗ ଙ୍କୁ ଶଙ୍ଖ ଚିନ୍ନ ରେ ଭୋଟ ଦେଇ ଜୟ ଯୁକ୍ତ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ ହେଲେ ଦୁଃଖ ଓ ପରିତାପର ବିଷୟ ଏହିକି ଯେ ରାୟଗଡା ନିର୍ବାଚନ ମଣ୍ଡଳୀ କୁ କାଶୀପୁର ବ୍ଲକ ହିଁ ସବୁବେଳେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ ସେଠାରେ ଗୋଷ୍ଟିକନ୍ଦଳ ମୁଖ୍ୟ କାରଣ ହୋଇପଡିଛି ଆଜିର ସଭାରେ ବିଜେଡି ର ବରିଷ୍ଠ ନେତା ତଥା ରାଜ୍ୟ ସାଧରଣ ସମ୍ପାଦକଜଗଦୀଶ ପାତ୍ର ଙ୍କୁ ଅଣ ଦେଖା କରାଯାଇଥିଲା କାଶୀପୁର ଜଣେ ବ୍ଲକ ସ୍ଥରୀୟ ନେତାଙ୍କୁ ମୁଖ୍ୟ ମନ୍ତ୍ରୀ ଙ୍କ ସହ ଷ୍ଟେଜ଼ ରେ ଦେଖିବାକୁ ମିଳିଥିଲା କିନ୍ତୁ ଜଣେ ରାଜ୍ୟ ସ୍ଥାରୀୟ ନେତାଙ୍କୁ ଷ୍ଟେଜ଼ ଉପରକୁ ନିମନ୍ତ୍ରଣ କରା ଯାଇନଥିଲା ଏଠାରେ ସ୍ୱଷ୍ଟ ବାରିହୋଇପଡୁଛି ଯେ ଯିଏ ବିଜେଡି କୁ ବିରୋଧକରେ ସେ ବିଜେଡି ରେ ଆଗକୁ ଯାଏ ବିଗତ ଦିନରେ କୃଷ୍ଣ ମହାପାତ୍ର ଓଡିଶା ବଜେପି ସଭାପତି ମନମୋହନ ସାମଲଙ୍କ ପାଖକୁ ଯାଇ ବଜେପି ରେ ମିଶିବା ସହ ପୂର୍ବତନ ବିଧାୟକ ବିଭିଶନଂ ମାଝୀଙ୍କୁ ଟିକେଟ ଦେବାପାଇଁ ରାଜଧାନୀରେ ବସା ବାନ୍ଧିଥିବା ଦେଖି ବାକୁ ମିଳି ଥିଲା ହେଲେ ବଜେପି ସେମାନଙ୍କୁ ପ୍ରତ୍ୟାଖାନ କରିଥିବା ବେଳେ ପୁଣି ବିଜେଡି ଶରଣ ପଶିଥିବା କୃଷ୍ଣ ମହାପାତ୍ରଙ୍କୁ ରାୟଗଡା ନିର୍ବାଚନ ମଣ୍ଡଳୀର ଦାୟିତ୍ୱ କିପରି ଦିଆଗଲା ଜଣେ50ବର୍ଷ ଧରି ବିଜୁ ପଟ୍ଟନାୟକ ଙ୍କ ସହ ନୀରବିଛିନ୍ନଭାବେକାର�