May 19, 2024

ମେ 27 ରୁ ଛତ୍ରପୁର ଐତିହାସିକ ଠାକୁରାଣୀ ଯାତ୍ରା ଦିଆଗଲା ନିମନ୍ତ୍ରଣ..

Share

ଛତ୍ରପୁର, 5/4- ଛତ୍ରପୁରର ଅଧିଷ୍ଠାତ୍ରୀଦେବୀ ମା’ ରମାୟାଣାମ୍ମାଙ୍କ ଐତିହାସିକ ଠାକୁରାଣୀଙ୍କ ଯାତ୍ରା ଆସନ୍ତା ମେ 27 ତାରିଖରୁ ଆରମ୍ଭ ହେବ ଶୁକ୍ରବାର ଏଥିଲାଗି ସୁଧୀର ପଟ୍ଟନାୟକ ଓ ତାଙ୍କ ପତ୍ନୀ ସମାପ୍ତି ପଣ୍ଡାଙ୍କୁ ତାଙ୍କ ଘରକୁ ଯାଇ ଯାତ୍ରା କମିଟି ପକ୍ଷରୁ ନିମନ୍ତ୍ରଣ ହୋଇଛି ଯାତ୍ରା କମିଟୀ ର ମ୍ୟାନେଜର ସି.ଏଚ. ଦୟାନନ୍ଦ ରେଡ୍ଡୀଙ୍କ ନେତୃତ୍ବରେ ଆସିଷ୍ଟାଣ୍ଟ ମ୍ୟାନେଜର ସମରେନ୍ଦ୍ର ସେନାପତି, କ୍ରିଷ୍ଣା ସ୍ୱାମୀ, ପୂର୍ଣ୍ଣ ଚନ୍ଦ୍ର ରେଡ୍ଡୀ, ତ୍ରିନାଥ ରାଓ, ରାମୁଡୁ ରେଡ୍ଡୀ ପ୍ରମୁଖ ଙ୍କ ଉପସ୍ଥିତି ରେ ଏହି ନିମନ୍ତ୍ରଣ ହୋଇଛି ପ୍ରତି ଦୁଇ ବର୍ଷରେ ଥରେ ଏହି ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଗୋଟିଏ ବର୍ଷ ବ୍ରହ୍ମପୁର ଓ ଅନ୍ୟ ଏକ ବର୍ଷ ଛତ୍ରପୁର ରେ ଏହି ଐତିହାସିକ ଠାକୁରାଣୀ ଯାତ୍ରା ସମାହିତ ହୋଇଥାଏ ।।(ଅରୁଣ କୁମାର ପଣ୍ଡା )