November 21, 2024

ରାଜ୍ୟ ସରକାରଙ୍କ ନୂଆ-ଓ କାର୍ଯ୍ୟକ୍ରମ ନାଁରେ ଚାଲିଛି ବିଜୁ ଜନତା ଦଳର ପ୍ରଚାର .

Share

                                                                                                                                  ରାଜ୍ୟ ସରକାରଙ୍କ ନୂଆ-ଓ କାର୍ଯ୍ୟକ୍ରମ ନାଁରେ ଚାଲିଛି ବିଜୁ ଜନତା ଦଳର ପ୍ରଚାର .
ହଁ ଆଜ୍ଞା ରାଜ୍ୟ ସରକାରଙ୍କର ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ବିଶ୍ୱ ଓଡ଼ିଆ ଭାଷା ସାହିତ୍ୟ କାର୍ଯ୍ୟକ୍ରମ ସବୁ ଚାଲିଛି କେବଳ ଶାସକ ଦଳର ପ୍ରଚାରରେ l ଏକଥା ଆମେ କହୁନୁ କହିଛନ୍ତି ପୁରୀ ସଦର ବିରହରେକୃଷ୍ଣପୁର ଗ୍ରାମପଞ୍ଚାୟତର ସମିତିସଭ୍ୟ ଅଜୟ କୁମାର ପ୍ରଧାନ ଏବଂ ଚାଳିଶିବାଟିଆ ଗ୍ରାମପଞ୍ଚାୟତ ସମିତିସଭ୍ୟା ସସ୍ମିତା ପଣ୍ଡା l ତେଣୁ ଆଜି ସେମାନଙ୍କୁ କୌଣସି କାର୍ଯ୍ୟକ୍ରମକୁ ଡକାନଯାଇ କେବଳ ଶାସକ ଦଳର କାର୍ଯ୍ୟକ୍ରମ ଭଳି କରାଯାଉଛି ଏହା ସେମାନଙ୍କୁ ଅପମାନିତ ଲାଗିଥିବାରୁ ସେମାନେ ପୁରୀ ଜିଲ୍ଲାପାଳ ବିଜୟ କୁମାର ଦାସଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)