November 25, 2024

Day: November 3, 2023

ଉତ୍ସବ ମୁଖର ଗଜଲକ୍ଷ୍ମୀ ପୂଜା ମରାଠିଗୁଡା,ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଆକର୍ଷଣର କେନ୍ଦ୍ର ବିନ୍ଦୁ ମୀନାବଜାର।

ଉତ୍ସବ ମୁଖର ଗଜଲକ୍ଷ୍ମୀ ପୂଜା ମରାଠିଗୁଡା,ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଆକର୍ଷଣର କେନ୍ଦ୍ର ବିନ୍ଦୁ ମୀନାବଜାର। ଗୁଣପୁର -(ସୁରେନ୍ଦ୍ର ମହାନ୍ତି )କୁମାର ପୁଣ୍ଣମି ଠାରୁ ଗଜଲକ୍ଷ୍ମୀ...

ବୁଗୁଡ଼ାରେ ମା’ ଗଜଲକ୍ଷ୍ମୀଙ୍କ ଭସାଣି ଉତ୍ସବ

ବୁଗୁଡ଼ାରେ ମା' ଗଜଲକ୍ଷ୍ମୀଙ୍କ ଭସାଣି ଉତ୍ସବ ବୁଗୁଡ଼ା : ତା ୦୩/୧୧/୨୩ : ବୁଗୁଡ଼ା ଅଞ୍ଚଳରେ ଚଳିତ ବର୍ଷ ମା' ଗଜଲକ୍ଷ୍ମୀ କୁମାର ପୂର୍ଣ୍ଣିମାରୁ ପୂଜା ପାଇଆସୁଥିବା...

ବେଲଗୁଣ୍ଠା ବ୍ଳକ୍ ରେ ଗୋବରରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତି ତାଲିମ୍ ଶିବିର ଉଦ୍ଘାଟିତ

ବେଲଗୁଣ୍ଠା ବ୍ଳକ୍ ରେ ଗୋବରରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତି ତାଲିମ୍ ଶିବିର ଉଦ୍ଘାଟିତ ବେଲଗୁଣ୍ଠା, 03/11, ମହିଳା ମାନଙ୍କୁ ସ୍ଵାବଲମ୍ବୀ କରିବା ଉଦ୍ଦେଶ୍ୟରେ ବେଲଗୁଣ୍ଠା ବ୍ଳକ୍ ଚଢିଆପଲ୍ଲୀ...

ଘୁମୁସର ଜିଲ୍ଲା ଦାବିରେ ଆସନ୍ତା ୮ ରେ ବୁଗୁଡ଼ା ବନ୍ଦ ଡାକରା

ଘୁମୁସର ଜିଲ୍ଲା ଦାବିରେ ଆସନ୍ତା ୮ ରେ ବୁଗୁଡ଼ା ବନ୍ଦ ଡାକରା ବୁଗୁଡ଼ା : ତା ୦୩/୧୧/୨୩ : ଘୁମୁସର ଜିଲ୍ଲା ଦାବିରେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ...

ଗଜପତି:- ବିକଳାଙ୍ଗ ଶିଶୁ ମାନଙ୍କ ନିମନ୍ତେ ଅର୍ଥୋସିସ ଏବଂ ସହାୟକ ଉପକରଣ ମାପ କରାଯିବା ଶିବିର କାର୍ଯ୍ୟକ୍ରମ ।

ଗଜପତି:- ବିକଳାଙ୍ଗ ଶିଶୁ ମାନଙ୍କ ନିମନ୍ତେ ଅର୍ଥୋସିସ ଏବଂ ସହାୟକ ଉପକରଣ ମାପ କରାଯିବା ଶିବିର କାର୍ଯ୍ୟକ୍ରମ । ---------------------------------------------- ପାରଳାଖେମୁଣ୍ଡି ସ୍ଥିତ ଭିନ୍ନକ୍ଷମ ଅନୁଷ୍ଠାନ "ସମର୍ଥ"...

୫୨ତମ ଆନ୍ତମହାବିଦ୍ଯାଳୟ ପୁରୁଷ କବାଡି ଟୁର୍ଣ୍ଣାମେଣ୍ଟ ଉଦଘାଟିତ

୫୨ତମ ଆନ୍ତମହାବିଦ୍ଯାଳୟ ପୁରୁଷ କବାଡି ଟୁର୍ଣ୍ଣାମେଣ୍ଟ ଉଦଘାଟିତ ବୁଗୁଡା : ତା ୦୩/୧୧/୨୩ : ସ୍ଥାନୀୟ ପିପୁଲ୍ସ କଲେଜ ପରିସରରେ ଆୟୋଜିତ ୫୨ତମ ଆନ୍ତମହାବିଦ୍ଯାଳୟ ପୁରୁଷ କବାଡି...

ଗଜପତି:- ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ପକ୍ଷ’ରୁ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସର’ରେ ଆଲୋଚନା ଚକ୍ର ଓ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ । ———————————————-      ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଆଜି ଗଜପତି ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୩ ପାଳନ ଅବସର’ରେ ଶପଥ ପାଠ , ଆଲୋଚନା ଚକ୍ର ଓ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସର’ରେ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ’ରେ ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ’କୁ ଉଦଘାଟନ କରିବା ସହ ଉପସ୍ଥିତ ସମସ୍ତ’ଙ୍କୁ ସ୍ୱଚ୍ଛତା ଓ ସାଧୁତା’ର ଶପଥ ପାଠ କରାଇଥିଲେ । ପରେ ଅନୁଷ୍ଠିତ ଆଲୋଚନା ଚକ୍ର କାର୍ଯ୍ୟକ୍ରମ’ରେ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଏବଂ ଜିଲ୍ଲା ପରିଷଦ’ର ମୁଖ୍ୟ ଉନ୍ନୟନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ଗୁଣନିଧି ନାୟକ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ଦୁର୍ନିତି ନିବାରଣ ଦିଗରେ ସରକାର’ଙ୍କ ଦ୍ୱରା କରା ଯାଇଥିବା ସମସ୍ତ ବ୍ୟବସ୍ଥା’କୁ କଡାକଡି ପାଳନ କରିବା ଉପରେ ଗୁରୁତ୍ଵ ଦେବା ସହ ଏ ଦିଗରେ ସମସ୍ତ ନାଗରିକ ଓ ଜନସାଧରଣ  ମାନଙ୍କୁ ସଚେତନତା ହେବା ଜରୁରୀ । ଏଣୁ ଆମ ସମସ୍ତ’ଙ୍କ ମିଳିତ ଉଦ୍ୟମ’ରେ କିପରି ଦେଶ’ରୁ ଦୁର୍ନୀତି’ର ମୁଳୋତ୍ପାଟନ ହୋଇପାରିବ ଓ ପ୍ରତ୍ୟେକ ନାଗରିକ ସର୍ବଦା ସତର୍କତା ସହିତ ସର୍ବଦା ସାଧୁତା ଓ ସତ୍ୟନିଷ୍ଠ ରେ ପ୍ରତିବନ୍ଧିତ ରହି କାର୍ଯ୍ୟ କରିବା ସହ ଦୁର୍ନୀତି ମୁକ୍ତ ସମାଜ ଗଠନ ଦିଗରେ ସହାୟକ ହେବା ପାଇଁ ଉପସ୍ଥିତ ବିଭିନ୍ନ ବିଭାଗୀୟ ଅଧିକାରୀ , କର୍ମଚାରୀ ଓ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ବାନ କରିଥିଲେ।  ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ’ରେ ପାରଳାଖେମୁଣ୍ଡି ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଏବଂ ବ୍ରହ୍ମପୁର ଭିଜିଲାନ୍ସ ଅତିରିକ୍ତ ଏସପି: ଶ୍ରୀ ହନେରୀ କୁଲୁ ପ୍ରମୁଖ ମଞ୍ଚାସିନ ରହି କାର୍ଯ୍ୟକ୍ରମ ପାଳନ’ର ଆଭିମୁଖ୍ୟ ଏବଂ “ଆଲୋଚନା ଚକ୍ର”ର ବିଷୟ ବସ୍ତୁ “ଦୁର୍ନୀତି’କୁ ବିରୋଧ କରିବା – ରାଷ୍ଟ୍ରପତି ସମର୍ପିତ ରହିବା”ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ପରେ କଲେଜ ଓ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା’ର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ବଣ୍ଟନ କରା ଯାଇଥିଲା । କାର୍ଯ୍ୟକ୍ରମ’ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରଦୀପ୍ତ ଗୁରୁମାଇ ସଂଯୋଜନା କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମ’କୁ ଭିଜିଲାନ୍ସ ଇନିସପେକ୍ଟର ଶ୍ରୀ ଡି:ଭି: ରାଓ ପରିଚାଳନା କରିଥିଲେ । ଶେଷରେ ଶ୍ରୀ ଶୁଭ୍ରାଂଶୁ ଶେଖର ପଟନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ’ରେ ବହୁ ସଂଖ୍ୟାରେ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ , କର୍ମଚାରୀ , ଶିକ୍ଷକ ଶିକ୍ଷୟତ୍ରୀ , ଛାତ୍ରଛାତ୍ରୀ ଓ ଗଣମାଧ୍ୟମ’ର ପ୍ରତିନିଧି ମାନେ ଯୋଗ ଦେଇଥିଲେ । ——————————————— ଗଣେଶ କୁମାର ରାଜୁ ପାରଳାଖେମୁଣ୍ଡି(ଗଜପତି)

ଗଜପତି:- ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ପକ୍ଷ'ରୁ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସର'ରେ ଆଲୋଚନା ଚକ୍ର ଓ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ ।...

ଜିଲ୍ଲା ସ୍ତରୀୟ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା-୨୦୨୩

ପାରଳାଖେମୁଣ୍ଡି,ତା ୦୩.୧୧.୨୦୨୩ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ...

ଗଜପତି ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ- ୨୦୨୩ ପାଳିତ

ପାରଳାଖେମୁଣ୍ଡି, ତା.୦୩.୧୧.୨୦୨୩ ଗଜପତି ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୩ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି...

ମୋହନା ବ୍ଲକରେ ଛ’ତାରିଖ ହେବାକୁ ଥିବା ମୋ ଓଡ଼ିଶା ନବୀନ ଓଡ଼ିଶା

ମୋହନା ବ୍ଲକରେ ଛ'ତାରିଖ ହେବାକୁ ଥିବା ମୋ ଓଡ଼ିଶା ନବୀନ ଓଡ଼ିଶାb କାର୍ଯ୍ୟକ୍ରମ ସ୍ଥାନ ପରିଦର୍ଶନ କଲେ ଗୋଷ୍ଟି ଉନ୍ନୟନ ଅଧିକାରୀ ---- ଗଜପତି ଜିଲ୍ଲାରେ ଚଳିତ...