November 26, 2024

Day: October 3, 2024

ପୁଲଗୁମି ବନ ଦୁର୍ଗା ମନ୍ଦିରରେ ଶାରଦୀୟ ନବରାତ୍ର ପୂଜା ଆରମ୍ଭ 

    କାଶୀନଗର ( ରାଧାନାଥ ଚୌଧୁରୀ )   କାଶୀନଗର ବ୍ଲକ ଅନ୍ତର୍ଗତ ଅଲଡା ଗ୍ରାମ ନିକଟରେ ଥିବା ପୁଳାଗୁମି ବନ ଦୁର୍ଗା ମନ୍ଦିର ଠାରେ...

ଆମ ବସଷ୍ଟାଣ୍ଡ କମିଟି ଗଠନ ଓ ପରିଦର୍ଶନ…

  କୋରାପୁଟ ଜିଲ୍ଲା କୋଟପାଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଥିବା ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ବିକ୍ରମ ଦୋରା ଙ୍କ ପ୍ରକୋଷ୍ଠରେ "ଉପାନ୍ତ ଖବର" ପ୍ରଭାବରେ...

ଗାନ୍ଧୀ ଜୟନ୍ତୀରେ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦ ଆନ୍ଦୋଳନ ପାଇଁ ରୂପରେଖ ପ୍ରସ୍ତୁତି।

  ବରଗଡ଼/ପଦ୍ମପୁର: (ଜୟନ୍ତ କୁମାର ସେଠ)୦୨/୧୦:- ପଶ୍ଚିମ ଓଡ଼ିଶାର ଗନ୍ଧମାର୍ଦ୍ଦନ ପାହାଡ଼ର ପାଦଦେଶରେ ଥିବା ପ୍ରାଚୀନ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ଥିବା...

ଜମରତଳା ବିଦ୍ୟାଳୟ ରେଜାତିର ଜନକ ମହାତ୍ମାଗାନ୍ଧୀ ଓ ଲାଲବlହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳନ 

  ପଦ୍ମପୁର :- (ଜୟନ୍ତ କୁମାର ସେଠ) ବୁଧବାର ସ୍ଥାନୀୟ ଜମରତଳା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଜାତିର ଜନକ ମହାତ୍ମାଗାନ୍ଧୀ ଓ ଲାଲବlହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ...

ରୂପାନ୍ତରିତ ହେଲା ଭବାନୀପାଟଣା,ବଲାଙ୍ଗୀର, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଅଙ୍ଗନବାଡି କେନ୍ଦ୍ର,ବିକାଶ ଓ ସୃଜନଶୀଳତାକୁ ଗୁରୁତ୍ୱ 

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ): ଷ୍ଟେଟ ବ୍ଯାଙ୍କ ଅଫ୍ ଇଣ୍ଡିଆ, ଭୁବନେଶ୍ବର ଏବଂ ଆଞ୍ଚଳିକ ବ୍ୟବସାୟ କାର୍ଯ୍ୟାଳୟ, ଭବାନୀପାଟଣା ସହଯୋଗୀତା ରେ ଏବଂ ସାର୍କ୍, ସମ୍ବଲପୁର ଆନୁକୁଲ୍ୟରେ ଭବାନୀପାଟଣା ଅନ୍ତର୍ଗତ...

ଶଂଖମିତ୍ରଙ୍କ “ଜୟ ଭବାନୀ ‘ମା ” ଉନ୍ମୋଚିତ 

  ଶାରଦୀୟ ଦୁର୍ଗାପୂଜା ଅବସରରେ, ଓଡ଼ିଶା ମ୍ୟୁଜିକ ଏକାଡେମୀ ପ୍ରସ୍ତୁତ ,ବିଶିଷ୍ଟ ଯୁବ କଣ୍ଠଶିଳ୍ପୀ ତଥା ଶ୍ରୀମନ୍ଦିର ର ସିଂହାରୀ ସେବକ ଶଂଖମିତ୍ର ସିଂହାରୀଙ୍କ "ଜୟ ଭବାନୀ...

ଗଜପତି ଜିଲ୍ଲାର ପାଞ୍ଚ ଗୋଟି ପଞ୍ଚାୟତରେ ଜଣ ଯୋଜନା ଅଭିଯାନ ଅନ୍ତର୍ଗତ ସ୍ୱତନ୍ତ୍ର ଗ୍ରାମ ସଭା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ..

  ପାରଳାଖେମୁଣ୍ଡି, ତା ୦୩.୨୦୨୪   ଗଜପତି ଜିଲ୍ଲାର ପାଞ୍ଚ ଗୋଟି ପଞ୍ଚାୟତରେ ଜନ ଯୋଜନା ଅଭିଯାନ ଅନ୍ତର୍ଗତ ସ୍ୱତନ୍ତ୍ର ଗ୍ରାମ ସଭା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ...

ଅଧାରେ ଅଟକିଛି ରାସ୍ତାକାମ; ଖାଲ ଢ଼ିପ ରାସ୍ତାରେ ଲୋକେ ହନ୍ତସନ୍ତ ; ଯନ୍ତ୍ରଣା ଭୋଗୁଛନ୍ତି ରୋଗୀ 

    ବେଲଗୁଣ୍ଠା, 03/10,ବେଲଗୁଣ୍ଠା ବାଙ୍କି ବଜାର ନୃସିଂହ ଗେଟ୍ ଠାରୁ ପେଭର ପକାଇବା ପାଇଁ ଗତ ଦୁଇମାସ ତଳେ 19 ଲକ୍ଷ 95 ହଜାର ଟଙ୍କା...

ତ୍ୟାଗ ଓ ଇନ୍ଦିରା କ୍ଲବ ପକ୍ଷରୁ ବୁର୍ଲା କୁଷ୍ଠ କଲୋନିରେ ଶାଢ଼ୀ,ବସ୍ତ୍ର ଓ ବୁର୍ଲା ମେଡ଼ିକାଲର କେନସର ଓ ଟିବି ୱାର୍ଡ଼ରେ ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ

ସମ୍ବଲପୁର, ତା.୨.୧୦. (ରାଜାରାମ ଷଡ଼ଙ୍ଗୀ): ଅଗ୍ରଣୀ ସ୍ବେଚ୍ଛାସେବୀ ଓ ରକ୍ତଦାନ ସଂସ୍ଥା ତ୍ୟାଗ, ବୁର୍ଲା ଇନ୍ଦିରା କ୍ଲବ ପକ୍ଷରୁ ଆଜି ପବିତ୍ର ମହାଳୟା ଦିନ ଇନ୍ଦିରା କ୍ଲବରେ...

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.