April 25, 2026

 ଜ଼ିଲ୍ଲା ଯୋଜନା ବୋର୍ଡର ଏକୋଇଶି ତମ ବୈଠକ

05ec07ae-e2f4-4926-8fd4-47ce138c536f
Share


କୋରାପୁଟ ଜ଼ିଲ୍ଲା ସଦର ମହକୁମା ର ସଦ ଭାବନା ଗୃହ ରେ ଜ଼ିଲ୍ଲା ଯୋଜନା କମିଟି ବୈଠକ ଅଜି ଅନୁଷ୍ଠିତ ହୋଇଯାଇଛି ଜ଼ିଲ୍ଲା ରେ ପାନୀୟ ଜଳ. ଶିକ୍ଷା. ସ୍ୱାସ୍ଥ୍ୟ. ଏବଂ ରାସ୍ତା ଘାଟ ର ବିକାଶ ପାଇଁ ଆଲୋଚନା ହୋଇଥିବା ଜଣା ଯାଇଛି. କମିଟି ର ଅଧ୍ୟକ୍ଷ. ଶ୍ରୀ ରଘୁରାମ ପୋଡାଲ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକ ରେ କୋରାପୁଟ ମାନ୍ୟବର ସାଂସଦ ଶ୍ରୀ ସପ୍ତଗିରି ଉଲକା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି. ଜ଼ିଲ୍ଲା ପାଳ ମୋହମ୍ମଦ ଅବଦୁଲ ଅକ୍ଷତର କୋଟପାଡ଼ ବିଧାୟିକା ଶ୍ରୀମତୀ ପଦ୍ମିନୀ ଦିଆନ. ଜ଼ିଲ୍ଲା ପ୍ରକଳ୍ପ ନିର୍ଦେଶକ ଶିବାଜୀ ଇସଲୱାର ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମେଲକା. ଗୀତା ମାଝୀ ଙ୍କ ସମେତ ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ ପୂର୍ବ ବର୍ଷ ର ଶତ ପ୍ରତି ଶତ ଅନୁଦାନ ଖର୍ଚ୍ଚ ହୋଇ ପାରି ନ ଥିବା ଆଲୋଚନା ହୋଇ ଥିବା ଜଣା ଯାଇଛି. ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟର ନିୟୁସ ଉପାନ୍ତ ଓଡିଶା.

You may have missed