April 18, 2025

ଉମରକୋଟ ଅବକାରୀ ବିଭାଗ ର ଚଡ।ଉ ୩ ଗିରଫ……….

Share

ଉମରକୋଟ – ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧିକ୍ଷକ ଙ୍କ ନିର୍ଦ୍ଧେଶ କ୍ରମେ ଉମରକୋଟ ଅବଜାରୁ ବିଭାଗ ଉମରକୋଟ ଥାନା ଅନ୍ତର୍ଗତ କୁମି ବେଡ଼।, ବିର ସ।ଡି ଓ ଖ।ଣ୍ଡ। ଗ୍ରାମ ଠାରେ ଚଡ।ଉ କରି ୨୬ ହାତ ରନ୍ଦ। ଦେଶି ମଦ ଜବତ କରି ୩ ଜଣଙ୍କୁ ଗିରଫ କରିଛି। ତେବେ ସି ଆର ପି ସି ୪୧ ଧାରା ଘଟଣା ସ୍ଥଳରେ ହିଁ ବେଲ୍ ରେ ଛାଡି ଦିଆ ଯାଇଛି। ଏହି ଚଡ।ଉ ରେ ଅବକାରୀ ଇନ୍ସପେକ୍ଟର ରଞ୍ଜୁ ଲତା ବାରିକ, ଉମରକୋଟ ଅବଜାରି ଥାନା ଅଫିସର ଇନ ଚାର୍ଜ ତିଳକ ରାମ ନାୟକ, ଏ ଏସ ଆଇ ମାଖନ ହ। ଲଦାର ଅବକାରୀ ବିଭାଗ ର କନେଷ୍ଟବଳ ସୁବାଷ ଚନ୍ଦ୍ର ଗୌଡ଼, ମହେନ୍ଦ୍ର କୁମାର ବଥରା, ଦେବାଶିଷ ଦାସ ଅନନ୍ତ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

 

You may have missed