September 10, 2026

ବୁଗୁଡ଼ା /୨/୧୦/ବୁଗୁଡ଼ା ଏନ ଏ ସି ୱାର୍ଡ ନଂ ପାଞ୍ଚ ର ବ୍ଲକ ପରିସର

IMG-20231002-WA0090
Share

ବୁଗୁଡ଼ା /୨/୧୦/ବୁଗୁଡ଼ା ଏନ ଏ ସି ୱାର୍ଡ ନଂ ପାଞ୍ଚ ର ବ୍ଲକ ପରିସର ଅସ୍ଥାୟୀ ଅଙ୍ଗନବାଡି କେନ୍ଦ୍ରରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଉତ୍ସବରେ ଏନ ଏ ସି ର ନଗରପାଳ ଶ୍ରୀ ଯୁକ୍ତ ଚିତ୍ରସେନ ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ କାଉଁସିଲର ତଥା ୱାର୍ଡ କାଉଁସିଲର ଙ୍କ ପ୍ରତିନିଧି ଶ୍ରୀ ସୂର୍ଯ୍ୟ ନାରାୟଣ ମହାନ୍ତି ଏବଂ ଯାଞ୍ଚ କମିଟିର ସମସ୍ତ ସଭ୍ୟ ସଭ୍ୟା ବୃନ୍ଦ ଏବଂ ଅଭିଭାବକ ଅଭିଭାବିକା ମାନେ ଉପସ୍ଥିତ ଥିଲେ
ଏହାକୁ ସୁଚାରୁ ରୂପେ ପୁରୁଣା ବାଲିପିଣ୍ଡି ସାହି ଅଙ୍ଗନବାଡି କର୍ମୀ ଶ୍ରୀମତୀ ପ୍ରମୋଦl ପାଢ଼ୀ ପରିଚାଳନା କରିଥିଲେ ତାଙ୍କୁ ସହାୟିକା ସଂଯୁକ୍ତା ମହାରଣା ସହଯୋଗ କରିଥିଲେ l

You may have missed