April 30, 2026

ନୂତନ କାର୍ଯ୍ୟାଳୟର ଶୁଭ ଉଦ୍ଘାଟନ କଲେ ବିଧାୟକ।

IMG-20230901-WA0019
Share

ନୂତନ କାର୍ଯ୍ୟାଳୟର ଶୁଭ ଉଦ୍ଘାଟନ କଲେ ବିଧାୟକ।

କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକର ଉପାଧ୍ୟ‌‌‌‌‌‌‌କ୍ଷଙ୍କର ନୂତନ ଗୃହ ଉଦଘାଟନ କରାଯାଇଛି। ଏହି କାର୍ଯ୍ୟକ୍ରମର ବିଧାୟକ ଭାଗୀରଥି ସେଠୀ ହାଟଡିହି ବ୍ଲକର ଅଧ୍ୟକ୍ଷା ସାବିତ୍ରୀ ସେଠୀ। ବିଡିଓ ବିନିତା ବିଜୟିନୀ ହାଟଡିହି ବ୍ଲକର ଉପାଧ୍ୟକ୍ଷ ରତିକାନ୍ତ ରାଉତ ଘଷିପୁରା ର ଯୁବନେତା ଦେବପ୍ରିୟ ପାତ୍ର ଓ ବହୁ ନେତ୍ରୁ ମଣ୍ଡଳୀ ଉପସ୍ଥିତ ଥିଲେ।                                                                                                                              କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ।

You may have missed