April 29, 2026

ପୂର୍ବତନ ଆକାଉଣ୍ଟେଣ୍ଟଙ୍କ ବିୟୋଗରେ ଶୋକସଭା

IMG-20230502-WA0021
Share

 

ବୁଗୁଡା : ତା ୦୨/୦୫/୨୩ : ବୁଗୁଡା ଏନ୍ଏସିରେ କାର୍ଯ୍ୟ କରିଥିବା ପୂର୍ବତନ ଆକାଉଣ୍ଟେଣ୍ଟଙ୍କ ବିୟୋଗରେ ଏନ୍ଏସି କାର୍ଯ୍ୟାଳୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମି ରଂଜନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଶୋକସଭାରେ ପୂର୍ବତନ ଆକାଉଣ୍ଟେଣ୍ଟ ଜି.ଗଙ୍ଗାଧର ଦୋରାଙ୍କ ବିୟୋଗରେ ଶୋକ ପ୍ରକାଶ କରାଯିବା ସହ ତାଙ୍କ ଆତ୍ମାର ସଦଗତି ପାଇଁ ସମସ୍ତ କର୍ମଚାରୀ ଈଶ୍ବରଙ୍କ ନିକଟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ  ।ଏଥି ସହିତ କର୍ମଚାରୀମାନେ ସ୍ବର୍ଗତ ଦୋରାଙ୍କ ନିଷ୍ଠାପର କର୍ତ୍ତବ୍ୟ ସଂପର୍କରେ ସ୍ମୃତି ଚାରଣ କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିଲେ।