ଗୋବରାରେ ଧାନ ମଣ୍ଡି ଉଦ୍ଘାଟନ
ବେଲଗୁଣ୍ଠା, ୦୨/୦୧, ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗୋବରା ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ଧାନ ମଣ୍ଡି ଉଦ୍ଘାଟିତ ହୋଇଯାଇଛି I ସେବା ସମବାୟ ସମିତି ରଙ୍କନିଧି ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅତିଥି ରୂପେ ରାଜସ୍ୱ ନିରିକ୍ଷକ ଗୀତାଞ୍ଜଳି ମଲ୍ଲିକ,ଏଆରଆଇ ପ୍ରଦୀପ୍ତ କୁମାର ସ୍ଵାଇଁ,ସରପଞ୍ଚ ସୁପ୍ରଭା ନାୟକ,ବେଣୀପଲ୍ଲୀ ସରପଞ୍ଚ ଦୂର୍ଗା ମାଧବ ନାୟକ, ସମିତିସଭ୍ୟ ବିଭୂପାଦ ଜେନା, ସମବାୟ ସମିତି ସମ୍ପାଦକ ରୋହିତ୍ ଭୂୟାଁ,ଉପସଭାପତି ସୁଦେଷ୍ଣା ସେଠୀ ପ୍ରମୁଖ ଯୋଗ ଦେଇଥିଲେ I କାର୍ଯ୍ୟକ୍ରମକୁ ସେବା ସମବାୟ ସମିତି ନିର୍ଦ୍ଦେଶକ ଚନ୍ଦ୍ର ଶେଖର ନାୟକ, ପାଣୁ ଚରଣ ନାୟକ,ମୂରଲୀ ଧର ବାଡତ୍ଯା, ବିନୋଦ ବିହାରୀ ମହାନ୍ତି, କବିରାଜ ସାହୁ, ଜୁରେଶ୍ୱର ଗୌଡ, ସୁକାନ୍ତି ମାହୁନ୍ତ, ମମତା ସ୍ଵାଇଁ, ଟୁବା ଶତପଥି, ଈଶ୍ଵର ପାଣିଗ୍ରାହୀ, ଶଙ୍କର ନାୟକ, ବିମଳ ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ I ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମିଲର୍ ପ୍ରଭାକର ବିଷୋୟୀ, ଶ୍ରୀନିବାସ ମଲ୍ଲିକ, କ୍ରିଷ୍ଣା ମୂର୍ତ୍ତି ପାତ୍ର, ବାଳକୃଷ୍ଣ ପୋଲେଇ ଏବଂ ଚାଷୀ ବିପ୍ର ଚରଣ ନାୟକ, ହେମନ୍ତ କୁମାର ପଣ୍ଡା, ରବୀନ୍ଦ୍ର କୁମାର ନାୟକ, ରାମଚନ୍ଦ୍ର ସ୍ୱାଇଁ, ସନ୍ତୋଷ କୁମାର ମଲ୍ଲ,ଅର୍ଜ୍ଜୁନ ସ୍ୱାଇଁ, ଦ୍ଵିତୀକୃଷ୍ଣ ପାତ୍ର, ପୁଷ୍ପାଞ୍ଜଳି ଜେନା ସନ୍ତୋଷ,ମଲୋ।କୁନା,ପରିଡ଼ା,ସଙ୍ଗୀତା,ସିଇଓ,ପ୍ରମୁଖ ଉପସ୍ଥିତ ଥିଲେ I
ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ
