ସୋରଡ଼ା ନିର୍ବାଚନ ମଣ୍ଡଳୀ ର ସୋରଡ଼ା ବ୍ଲକ ଅନ୍ତର୍ଗତ ମେରିକୋଟି

IMG-20251001-WA0032
Share

          ସୋରଡ଼ା ନିର୍ବାଚନ ମଣ୍ଡଳୀ ର ସୋରଡ଼ା ବ୍ଲକ ଅନ୍ତର୍ଗତ ମେରିକୋଟି ଗ୍ରାମପଞ୍ଚାୟତର ମେରିକୋଟ ଗ୍ରାମର ଓଡ଼ିଆ ସାହି ଏବଂ ହରିଜନ ସାହିରେ ମାନ୍ୟବର ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋୟୀ ଯୋଗଦେଇ ସମସ୍ୟା ବୁଝିବା ସହ ଲୋକଙ୍କ ସୁଖ ଦୁଃଖ ପଚାରି ବୁଝିଲେ। ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରିବା ଆମ ସରକାରର ପ୍ରଥମ ପ୍ରାଥମିକତା। ଦଳ ମତ ନିର୍ବିଶେଷରେ ଅନ୍ତିମ ଧାଡ଼ିରେ ଥିବା ବ୍ୟକ୍ତିର ବିକାଶ ସହ ଗ୍ରାମାଞ୍ଚଳର ସାମଗ୍ରିକ ଉନ୍ନତି ପାଇଁ ଆମେ ପ୍ରତିବଦ୍ଧ ।ବିଜେପି ର ବହୁ

କର୍ମୀ ଉପସ୍ଥିତ. ଥିଲେ ବଦ୍ରି ଭାଇ ଟୁକୁନା ଭାଇ ବଡ଼ଗଡ଼ ମଣ୍ଡଳ ସଭାପତି ଉପସ୍ଥିତ ଥିଲେ ବିଧାୟକ ଙ୍କ ଉପଦେଶ ସମସ୍ତେ ମାନି କର ତାଳି ଦେଇଥିଲେ

ସୋରଡ଼ା ରୁ ସଞ୍ଜୟ କୁମାର ସେଠୀଙ୍କ ରିପୋର୍ଟ

You may have missed