April 29, 2026

ସାର୍ବଜନୀନ ଦୁର୍ଗା ମହତ୍ସବର ଦିତୀୟ ସଂଧ୍ୟା ବେଗୁନିଆ

IMG-20251001-WA0026
Share

         ସାର୍ବଜନୀନ ଦୁର୍ଗା ମହତ୍ସବର ଦିତୀୟ ସଂଧ୍ୟା ବେଗୁନିଆ ବ୍ଳକ(ଉପାନ୍ତ ଖବର) ବେଗୁନିଆ ଦୁର୍ଗାମଣ୍ଡପ ଠାରେ ଦୁର୍ଗା ମହତ୍ସବର ଦିତିୟ ସଂଧାରେ ସମ୍ମାନୀତ ଅତିଥି ଭାବରେ ବେଗୁନିଆ ବୋଲଗଡ ବିଧାୟକ ତଥା ଦୁର୍ଗାପୂଜା କମିଟିର ଉପଦେଷ୍ଟା ପ୍ରଦୀପ କୁମାର ସାହୁ, ବେଗୁନିଆବୋଲଗଡର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ମୁଖ୍ୟ ଆକର୍ସଣ ଥିଲେ ବେଗୁନିଆ ସରପଞ୍ଚ ସତ୍ୟନାରାୟଣ ପ୍ରଧାନ(ବାବାଜି), ଗ୍ରାମ୍ୟ କମିଟି ସଭାପତି ମାୟାଧର ମାର୍ଥା, ଗ୍ରାମ୍ୟ କମିଟି ସଂପାଦକ ଲକ୍ଷ୍ମିଧର ମହାପାତ୍ର, ବିଜୟାନନ୍ଦ ମହାପାତ୍ର, ନିଳକଣ୍ଠ ସ୍ଵାଇଁ, ବର ମୂଳେଇ କମିଟିର ସଭାପତି ସୁକାନ୍ତ ପରିଡା,ଉପାନ୍ତ ଖବରର ସାମ୍ବାଦିକ ମାନସ ରଞ୍ଜନ କର ଯୋଗଦେଇଥିଲେ କମିଟିର ସଭାପତି ସନ୍ତୋସ କୁମାର ସ୍ଵାଇଁ, ଉପସଭାପତି କୃଷ୍ଣଚନ୍ଦ୍ର ଜୟସିଂହ, ସଂପାଦକ ବିଭୂ ରଞ୍ଜନ ପଟ୍ଟନାୟକ ସହସଂପାଦକ ଜୟଦେବ ବେହେରା କୋଷାଧ୍ୟକ୍ଷ ପ୍ରଭାତ କୁମାର ସାହୁ ଅତିଥିମାନଙ୍କୁ ପ୍ରସଂସା ପତ୍ର ଟ୍ରଫି ଓ ଉତ୍ତରୀୟ ପ୍ରଦାନ କରିଥିଲେ. ବିଧାୟକ ପ୍ରଦୀପ କୁମାର ସାହୁ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ ବେଗୁନିଆ ସରପଞ୍ଚ ସତ୍ୟନାରାୟଣ ପ୍ରଧାନ କମିଟିର ସଭାପତି ସନ୍ତୋସ କୁମାର ସାହୁ,କମିଟିର ପଦବିରେ ଥିବା କର୍ମକର୍ତ୍ତାଙ୍କୁ ସମ୍ମାନୀତ କରିଥିଲେ ରିପୋର୍ଟର ମାନସ ରଞ୍ଜନ କର

You may have missed