September 10, 2026

ନନ୍ଦିପଦା ଶିବମନ୍ଦିର ପ୍ରାଙ୍ଗଣରେ ମିଶ୍ରଣ ପର୍ବ

IMG-20250701-WA0133
Share

 

ହାଟଡିହି ତା ୦୧/୦୭(ମନମୋହନ ନାୟକ) :ନନ୍ଦିପଦା ଶିବମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏକ ମିଶ୍ରଣ ପର୍ବ ରେ ଗୋଲେଖ ନାୟକ,ରାମଚନ୍ଦ୍ର ଦାସ,ଯୁଧିଷ୍ଠିର ଦାସ,ଅଭିମନ୍ୟୁ ଦାସ,ଶିବନାରାୟନ ଦାସ,ପ୍ରମୋଦ ଦାସ,ପ୍ରଭାତ ଦାସ,ସନ୍ତୁନ ଦାସ,ସୁବାସ ଦାସ,ମନୋରଞ୍ଜନ ବେହେରା,ଦେବବ୍ରତ ବେହେରା,ରତ୍ନାକର ଦାସ,ହରିହର ବେହେରା,ରତ୍ନାକର ସେନାପତି,କୈଳାଶ ଦାସ,ଦେବେନ୍ଦ୍ର ଦାସ,ପ୍ରଫୁଲ ଜେନା,ସୁଶାନ୍ତ ବେହେରା,ପ୍ରଦୀପ୍ତ ଶାସିନ,ସୁଦୀପ୍ତ ଶାସିନ,ଶ୍ରୀକାନ୍ତ ଦାସ,ମଧୁସୂଦନ ଜେନା,ସାରଙ୍ଗ ଦାସ,ମଣ୍ଟୁ ଦାସ,ସୁବ୍ରତ ବେହେରା,ଅଶୋକ ବେହେରା,ପ୍ରତାପ ଶାସିନ,ଶ୍ରୀରାମ ଦାସ,ଦେବକାନ୍ତ ସେନାପତି,ବୁଟୁ ଦାସ,ଅଲେଖ ବେହେରା,ଜ୍ୟୋତିରଂଜ ବେହେରା,ଧନେଶ୍ୱର ଜେନା,ରୁଦ୍ର ଦାସ,ଗତିରଞ୍ଜନ ପଢ଼ିଆରୀ,ଦେବବ୍ରତ ରାଉତ,ସୁରଥ ଦାସ,ଲଷ୍ମୀଧର ନାୟକ,ଶୁଭେନ୍ଦୁ ସେନାପତିଙ୍କ ସମେତ ଶତାଧିକ ଲୋକ ବିଜେପି ରେ ସାମିଲ ହେଲେ। ଆନନ୍ଦପୁର ବିଧାନସଭା ର ବିଜେପି ନେତା ଆଲୋକ ସେଠି, ମଣ୍ଡଳ ସଭାପତି ହରେକୃଷ୍ଣ ସ୍ୱାଇଁ, ବରିଷ୍ଠ କାର୍ଯ୍ୟକର୍ତ୍ତା ଶଶିକାନ୍ତ ରାଉତ , ସୁଶାନ୍ତ ଜେନା ପ୍ରମୁଖ ନବାଗତ ଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ ଜଣାଇଥିଲେ।

You may have missed