March 12, 2026

ପୂର୍ବତନ ସେନା କର୍ମଚାରୀ ଙ୍କ ବିୟୋଗ

IMG-20260201-WA0043
Share

 

 

ଛତ୍ରପୁର ତା ୧/୨/୨୬( ଅରୁଣ କୁମାର ପଣ୍ଡା)ପୂର୍ବତନ ସେନା କର୍ମଚାରୀ ସୂର୍ଯ୍ୟ ନାରାୟଣ ଶତପଥୀ ତଥା ଛତ୍ରପୁର ପ୍ରମେୟ ଫୋଟୋ ଜର୍ଣ୍ଣାଲିଷ୍ଟ ଅଶୋକ ରଥ ଙ୍କ ଶଶୁର ୮୦ ବର୍ଷ ବୟସରେ ଛତ୍ରପୁର ରାମକୃଷ୍ଣ ନଗର ନିଜସ୍ୱ ବାସଭବନ ରେ ପରଲୋକ ଘଟିଛି। ନିଜର ଜନ୍ମମାଟି ବ୍ରହ୍ମପୁର ନିକଟସ୍ଥ ଭlଵିନୀପୁର ଗ୍ରାମ ହୋଇଥିବା ବେଳେ ସୂର୍ଯ୍ୟ ନାରୟଣ ଅତ୍ୟନ୍ତ ପରୋପକାରୀ, ସ୍ନେହୀ ଓ ମେଳାପୀ ଥିଲେ। ତାଙ୍କ ଚାକିରୀ ଜୀବନରେ ସେ ୧୯୭୧ଓ ୧୯୭୨ମସିହା ରେ ଦୁଇ ଦୁଇ ଟି ଯୁଦ୍ଧ ର ସମ୍ମୁଖୀନ ହୋଇଥିଲେ ତାଙ୍କ ପରଲୋକ ଖବର ପ୍ରଚାର ପରେ ସ୍ଥାନୀୟ ଅଞ୍ଚଳବାସୀ ଶେଷ ଦର୍ଶନ କରି ଶୋକବ୍ୟକ୍ତ କରିଥିଲେ।

ସ୍ୱର୍ଯ୍ୟ ନାରୟଣ ଙ୍କ ପରଲୋକ ସମୟରେ ତାଙ୍କର ୨ ପୁଅ, ୨ ଝିଅ, ବୋହୂ, ଜ୍ୱାଇଁ ଏବଂ ନାତି ନାତୁଣୀ ମୃତ୍ୟୁ ସମୟରେ ଉପସ୍ଥିତ ଥିଲେ। ମର ଶରୀର କୁ ପୁରୀ ସ୍ୱର୍ଗଦ୍ୱାର ଠାରେ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡିଛି।