ଜଳ ନିଷ୍କାସନ ପଥ ବନ୍ଦକୁ ନେଇ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ପୁବୁସାହି କପିଳେଶ୍ୱରପୁର ଗ୍ରାମବାସୀ ; ଶତାଧିକ ମହିଳା ଓ ପୁରୁଷଙ୍କ ଦାବିପତ୍ର; ସରକାରୀ ଜମି ଚିହ୍ନଟ କରି ସ୍ଥାୟୀ ଡ୍ରେନ ନିର୍ମାଣ ପାଇଁ ଦାବି
ଖୋର୍ଦ୍ଧା, (ପ୍ରିୟଙ୍କା ମହାପାତ୍ର): ଖୋର୍ଦ୍ଧା ପଞ୍ଚାୟତ ସମିତି ଅଧିନସ୍ଥ ପୁବୁସାହି ଗ୍ରାମ ପଞ୍ଚାୟତ କପିଳେଶ୍ୱରପୁର ଗ୍ରାମରେ ଦୀର୍ଘଦିନ ଧରି ଲାଗି ରହିଥିବା ଜଳ ନିଷ୍କାସନ ସମସ୍ୟା...
