ଉମରକୋଟ ବ୍ଲକ ଭଣ୍ଡାରୀଗୁଡା ଗ୍ରାମ ପଞ୍ଚାୟତ ଅଧିନ ପୋଡ଼ାଗଡ ଆଦର୍ଶ ବନ ବିଦ୍ୟାଳୟ ତରଫରୁ ସମ୍ବାଦ ପରିବାର ମିଳିତ ଆନୁକୂଲ୍ୟରେ ବନ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି………….
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଏହି ଅବସରରେ ବନ ବିଭାଗର ଧୋଡରା ବିଟ୍ ଫରେଷ୍ଟର ଶ୍ରୀଯୁକ୍ତ ଗୋବିନ୍ଦ ନାୟକ ପୋଡ଼ାଗଡ ଫରେଷ୍ଟ ଗାର୍ଡ ଆରିଶପା ମଣ୍ଡଳ, ପାରା...
