ବିଦ୍ଯାଳୟର ନୂତନ ପରିଚାଳନା କମିଟି ଗଠିତ

ବେଗୁନିଆ ବ୍ଲକ (ଉପାନ୍ତ ଖବର ମାନସ ରଞ୍ଜନ କର) ରାମଚଣ୍ଡିସରକାରି ଉଚ୍ଚବିଦ୍ୟାଳୟ ଚକାପଦା ୮.୭.୨୦୨୬ରିଖ ବୁଧବାର ଦିନ ଅପରାହ୍ନ ୨ଟା ସମୟରେ ପ୍ରଧାନ ଶିକ୍ଷକ ବସନ୍ତ କୁମାର ପ୍ରହରାଜ ଙ୍କ ଆବାହକତ୍ୱରେ ଗତକାଲି ୭.୭.୨୦୨୬ରିଖ ଅନୁଷ୍ଠିତ ପିତୃ-ମାତୃ-ଶିକ୍ଷକ ସଂଘ (PTA) ବୈଠକରେ ମନୋନୀତ ହୋଇଥିବା ବିଦ୍ୟାଳୟର ପରିଚାଳନା କମିଟି (SMC) କୁ ୧୧ ଜଣ ସଭ୍ୟ ସଭ୍ୟା ସମତେ ଅଙ୍ଗନବାଡି କମିଟି, ୱ୍ବାର୍ଡମେମ୍ବର ବରିଷ୍ଠ ଶିକ୍ଷୟିତ୍ରିଶୁଭଶ୍ମିତା ପଟ୍ଟଯୋଶୀ ଓ ପ୍ରଧାନ ଶିକ୍ଷକ ଏପରି ମୋଟ ୧୫ଜଣଙ୍କୁ ନେଇ ଏକ ସାମ୍ବିଧାନିକ ବୈଠକ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକରେ ସର୍ବସମ୍ମତି କ୍ରମେ SMCର ନୂତନ ସଭାପତି ଭାବରେ ଅରୁଣ କୁମାର ବେହେରା ଉପସଭାନେତ୍ରି ଭାବେ ଛବି ରାଣି ନାୟକ ମନୋନିତ ହୋଇଥିଲେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୂର୍ଯ୍ୟ ନାରାୟଣା ପଣ୍ଡା, ପୂର୍ବତନ SMC ସଭାପତି ବିଜୟ କୁମାର ବେହେରା ଓପ୍ରତିଷ୍ଠାତା ପ୍ରଧାନ ଶିକ୍ଷକ ପ୍ରସାନ୍ତ କୁମାର ମହାପାତ୍ର ଅତିଥି ତଥା ପର୍ଯବେକ୍ଷକ ଦ୍ଭାବରେ ଉପସ୍ଥିତ ଥିଲେ ରାଧାକାନ୍ତ ଉଚ୍ଚ ବିଦ୍ୟାଳୟ ଗଡତରା ପୂର୍ବତନ ଛାତ୍ରୀ ସୁଶ୍ରୀସୁଭ ସ୍ମିତା ପଣ୍ଡା ଗତ ମାଟ୍ରିକ ପରିକ୍ଷାରେ ସର୍ବୋଚ ନମ୍ବର ରଖି କୃତିତ୍ଵ ଅର୍ଜନ କରିଥିବାରୁ ବିଦ୍ୟାଳୟ ତରଫରୁ ଫୁଲତୋଡା ଓ ଉପାୟନ ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ବିଦ୍ୟାଳୟର ଶିକ୍ଷୟିତ୍ରି ଶୁଭଶ୍ମିତା ପଟ୍ଟଯୋଶୀ ଓ ତୁଳସି ମିଶ୍ର ସଭା ପରିଚାଳନା କରିଥିଲେ
