May 23, 2025

ସମାଚାର

କୋଟପାଡ଼ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ରାଜ୍ୟ କାୟା କଳ୍ପ ଟିମ 

        କୋରାପୁଟ ଜ଼ିଲ୍ଲା କୋଟପାଡ଼ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସୋମବାର ପହଞ୍ଚି ଛନ୍ତି ରାଜ୍ୟ କୟାକଳ୍ପ ଅଧିକାରୀ.ଡ଼ା ପ୍ରଭାକର ସାହୁ ଏବଂ ସୁଧାଂଶୁ...

ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଶ୍ରୀ ଜଗନ୍ନାଥ ସେବା ସମିତି, ଦମନ” ଦ୍ୱାରା ସାମାଜିକ ସେବା

    ବେଲଗୁଣ୍ଠା,14/01,କେନ୍ଦ୍ର ଶାସିତ ଅଞ୍ଚଳ ଦମନ, ବାପି ଏବଂ ଏହାର ଆଖପାଖରେ ରହୁଥିବା ପ୍ରବାସୀ ଓଡିଆ ଭାଇମାନଙ୍କ ଦ୍ଵାରା ଗଠିତ ଶ୍ରୀ ଜଗନ୍ନାଥ ସେବା ସମିତିର...

ଜ୍ୟୋତିଷ ରେ ଡକ୍ଟରେଟ ପ୍ରାପ୍ତ

      ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଭୁବନେଶ୍ୱର ସ୍ଥିତ ପିପୁଲ ପଦ୍ମଯା ପ୍ରୀମୀୟମ ରେ ଭାରତୀୟ ବାସ୍ତୁ ଓ ଜ୍ୟୋତିଷ ଗବେଷଣା କେନ୍ଦ୍ର ଭୁବନେଶ୍ୱର ଆନୁକୁଲ୍ୟରେ...

ଆଜିର ଖବର..

    ୧-ଭୁବନେଶ୍ୱର:ଫସଲ ବୀମା ଆକଳନ ଶେଷ;୨ ଲକ୍ଷ ୭୨୯ ଜମିରେ କ୍ଷତି ଆବେଦନ।   ୨-ଭୁବନେଶ୍ୱର:ନିଯୁକ୍ତି ନେଇ ଅନ୍ଧାରରେ ସ୍ବତନ୍ତ୍ର ଶିକ୍ଷା ଡିଗ୍ରୀଧାରୀ, ଆଶାୟୀଙ୍କ ଚିନ୍ତା...

୧୫ରୁ ଶ୍ରୀକ୍ଷେତ୍ର ମକର ମହୋତ୍ସବ

ପୁରୀ: ତାଳବଣିଆ ଉନ୍ନୟନ ପରିଷଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରଥମଥର ପାଇଁ ଆୟୋଜିତ ହେଉଛି ଶ୍ରୀକ୍ଷେତ୍ର ମକର ମହୋତ୍ସବ । ଆସନ୍ତା ୧୫ ଓ ୧୬ ତାରିଖ...

ନୂଆଁ ସ୍ବପ୍ନ ଗଞ୍ଜାମ ସହରରେ ବିକାଶ ନିର୍ମାଣ ହେବ ରାମ ମନ୍ଦିର

    ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା   ଯୁବ ପୀଡିଙ୍କ ହାତରେ ଗଞ୍ଜାମ ସହରାଞ୍ଚଳ l ଖୁବ ଶୀଘ୍ର ନିର୍ମାଣ ହେବାକୁ ଯାଉଛି ରାମ ମନ୍ଦିର...

ଗଞ୍ଜାମ ସହରରୁ ଡମ୍ବୁରୁ ରାଜ୍ୟସ୍ତରୀୟ ଭରୋତ୍ତଳନରେ ଭାଗ ନେବେ 

 ଗଞ୍ଜାମ - ପ୍ରଦୀପ କୁମାର ପଣ୍ଡା  ଆସନ୍ତା 17, 18,19 ତିନିଦିନ ଧରି ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ଭରୋତ୍ତଳନରେ ଭାଗ ନେବେ ଗଞ୍ଜାମ ସହରର...

ଆଜିର ରାଶିଫଳ…

═══•❁❀❁•═════✧* *ମେଷ* 👉 *ଅଭାବ ଲାଗି ରହିଥିଲେ ମଧ୍ୟ ଧାରକରଜ କରି କାମ ତୁଲାଇନେବାକୁ ବାଧ୍ୟ ହୋଇପାରନ୍ତି। କାଳେ ଦେବାକୁ ପଡ଼ିବ, ଏହି ବିଷୟ ମନରେ ଚିନ୍ତାକରି...

ସରକାରୀ ଏସ.ଏସ.ଡି ଉଚ୍ଚ ବିଦ୍ୟାଳୟ ସହୀଦ ଲକ୍ଷ୍ମଣ ନାୟକ ଛାତ୍ର ଆବାସ ରେ ଦଶମ ଶ୍ରେଣୀ ଛାତ୍ରର ଝୁଲନ୍ତା ମୃତ ଦେହ, ବିଦ୍ୟାଳୟରେ ଉତେଜନା।

ରାୟଗଡା -(ସୁରେନ୍ଦ୍ର ମହାନ୍ତି )ସରକାରୀ (ଏସ.ଏସ.ଡି) ଉଚ୍ଚ ବିଦ୍ୟାଳୟ ସହୀଦ ଲକ୍ଷ୍ମଣ ନାୟକ ଛାତ୍ର ଆବାସ ରେ ଦଶମ ଶ୍ରେଣୀ ଛାତ୍ରର ଝୁଲନ୍ତା ମୃତ ଦେହ, ବିଦ୍ୟାଳୟରେ...