June 27, 2026

ସମାଚାର

୨୫ତମ ମା ତାରିଣୀ କପ ସୁପର ଓଭରରେ କଟକକୁ ହରାଇ ଜଗତସିଂହପୁର ବିଜୟୀ

ଅସ୍ତରଙ୍ଗ୦୧/୦୩/ ଅସ୍ତରଙ୍ଗ ମା ତାରିଣୀ ସ୍ପୋର୍ଟିଂ କ୍ଲବ୍ ଦ୍ୱାରା ଆୟୋଜିତ ୨୫ତମ ତାରିଣୀ କପ ଚୌଧୁରୀ ଷ୍ଟାଡିୟମରେ କଟକକୁ ହରାଇ ଜଗତସିଂହପୁର ବିଜୟୀ ହୋଇଛି। ବୁଧବାର ଦିନ...

କେନ୍ଦ୍ରାପଡା ଜିଲ୍ଲା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ +୨ ବାର୍ଷିକ ପରୀକ୍ଷା ଆରମ୍ଭ ୮ଟି ବେସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ପରୀକ୍ଷା କେନ୍ଦ୍ର ।।

କେନ୍ଦ୍ରାପଡା ଜିଲ୍ଲା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଆଜି ଠାରୁ +୨ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି । ଏହି ପରୀକ୍ଷା କେନ୍ଦ୍ରରେ କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ...

ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବିରେ ବିଜେପିର ଗଣଧାରଣା ।।

  କେନ୍ଦ୍ରାପଡ଼ା ଜିଲ୍ଲାର ଦ୍ୱିତୀୟ ବୃହତମ ସହର ତଥା ଓଡିଶାର ପ୍ରସିଦ୍ଧ ବାଣିଜ୍ୟ ପେଣ୍ଠ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ରାଜ୍ୟ ସରକାର ସବଡିଭିଜନ ହସ୍ପିଟାଲର ମାନ୍ୟତା ପ୍ରଦାନ...

କେନ୍ଦ୍ରାପଡ଼ା ଜିଲ୍ଲା ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ତିନିମୁହାଣୀ ଠାରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ ।।

  ମନ୍ତ୍ରୀ ନବ ଦାସଙ୍କ ଦିନ ଦ୍ଵିପ୍ରହରରେ ହତ୍ୟା ଓ ରାଜ୍ୟ ସରକାରଙ୍କ ତଦନ୍ତରେ ଶିଥିଳତା ନିମନ୍ତେ ବିକ୍ଷୋଭ ବେଳେ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନଙ୍କ ବେଆଇନ ଗିରଫଦାରୀ ଓ...

ଗଜପତି ଜିଲ୍ଲାର ବିଜେଡି ଜିଲ୍ଲା ସଭାପତି ହେଲେ ଜଗବନ୍ଧୁ ଦାସ ….

ଗଜପତି ଜିଲ୍ଲା ଏକ ଦୁର୍ଗମ ଅଞ୍ଚଳ।ଏହି ଅଞ୍ଚଳରେ ଗତ କିଛି ବର୍ଷ ହେଲା ବିରୋଧି ଦଳ ମୋହନା ନିର୍ବାଚନ ମଣ୍ଡଳୀ ଏବଂ ପାରଳାଖେମୁଣ୍ଡି ଦଖଲ କରୁଛି।ଏହି ଗତ...

ନିମଖଣ୍ତି ଉଚ୍ଚ ବିଦ୍ୟାଳୟରେ ୭୬ ତମ ବାର୍ଷିକ ଉତ୍ସବ

କୁକୁଡ଼ାଖଣ୍ତି ବ୍ଲକ୍ ଅନ୍ତର୍ଗତ ନିମଖଣ୍ତି ଶ୍ରୀ କୃଷ୍ଣ ସାହୁ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିକୁଞ୍ଜ କୁମାର ପ୍ରଧାନଙ୍କ ସଭାପତିତ୍ବରେ ବୁଧବାର ଦିନ ବିଦ୍ୟାଳୟରେ ୭୬...

ଶିଶୁ କଲ୍ୟାଣ କମିଟି (CWC) ଅଧ୍ୟକ୍ଷ ଓ ସଦସ୍ୟ ନିଯୁକ୍ତି ରେ ଅନିୟମିତତା ବାହାର ଜିଲ୍ଲାର ଲୋକଙ୍କୁ ନିଯୁକ୍ତି: ବ୍ୟାପକ ଦୁର୍ନୀତି ଅଭିଯୋଗ: ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲେ ଜିଲ୍ଲା ଆଇନଜୀବୀ ସଂଘ ସମ୍ପାଦକ

ବାରମ୍ବାର ଅଭିଯୋଗ ସତ୍ତ୍ୱେ ନବରଙ୍ଗପୁର ଜିଲ୍ଲା ଶିଶୁ କଲ୍ୟାଣ କମିଟିର ଅଧ୍ୟକ୍ଷ ଓ ସଦସ୍ୟ ପଦବୀରେ ପୁଣି ଥରେ ବାହାର ଜିଲ୍ଲା ର ଲୋକଙ୍କୁ ନିଯୁକ୍ତି ଦିଆଯାଇଛି।...

ବାଲେଶ୍ବର: ଭିଜିଲାନ୍ସ ଜାଲରେ ଦୁଇ ପୁଲିସ କର୍ମଚାରୀ ,,

  ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ଏଏସଆଇ ଏବଂ ହୋମ୍‌ଗାର୍ଡଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଉଭୟ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଛନ୍ତି...

ଗଜପତି ଜିଲ୍ଲାରେ କାର୍ଯ୍ୟରତ ମିଶନ ଶକ୍ତି ସହାୟକ, କୃଷି ମିତ୍ର, ବ୍ୟାଙ୍କ୍ ମିତ୍ର, ସିଆର ପି ଓ ପ୍ରାଣୀ ମିତ୍ରଙ୍କୁ ସ୍ଥାୟୀ କରିବା ନେଇ ଆମ ଆଦମୀପାର୍ଟିପକ୍ଷରୁଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

  ପାରଳାଖେମୁଣ୍ଡି:୧/୩(ଗରୁଡ଼ ଧ୍ଵଜ ଚୌଧୁରୀ)ଆମ୍ ଆଦମୀ ପାର୍ଟି ଗଜପତି ଜିଲ୍ଲା ତରଫରୁ ମିଶନ ଶକ୍ତି ରେ ସହାୟକ ଷ୍ଟାଫ୍ ଭାବେ କାର୍ଯ୍ୟରତ ଏମ୍.ବି.କେ, କୃଷି ମିତ୍ର, ବ୍ୟାଙ୍କ୍...

ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

  ପାରଳାଖେମୁଣ୍ଡି:୧/୩(ଗରୁଡ଼ ଧ୍ଵଜ ଚୌଧୁରୀ) ଭାରତ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ମନ୍ତ୍ରାଳୟ ପକ୍ଷରୁ ତଥା ସୋସିଓ କଲ୍ଚୁରାଲ ଡେଭଲପମେଣ୍ଟ ସେଣ୍ଟର ଓଡ଼ିଶା ସହଯୋଗରେ ଗଜପତି ଜିଲ୍ଲାର...