ଗୁଣୁପୁରରେ ପୁଣି ମାତିଲେ ଚୋର -ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଘରେ ବୁଲେଇଲେ କଳାକନା- ସନ୍ଧାନୀ କୁକୁର ସହାୟତା ରେ ପୁଲିସର ତଦନ୍ତ ଆରମ୍ଭ
ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ବେଶ କିଛି ମାସର ନୀରବତା ପରେ ଗୁଣୁପୁର ଅଞ୍ଚଳରେ ପୁଣି ସକ୍ରିୟ ହୋଇଛନ୍ତି ଲୁଟେରା । ଗତକାଲି ବିଳମ୍ବିତ ରାତିରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ...
