ଉମରକୋଟ ଶିକ୍ଷା ବିଭାଗର ବିକଳ ଚିତ୍ର,୪୩ ପିଲାଙ୍କୁ ୩ ଶିକ୍ଷୟିତ୍ରୀ, ବେଆଇନ ଶିକ୍ଷକ ବଦଳିର ଭିଜିଲାନ୍ସ ତଦନ୍ତ ଦାବି………
ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ପ୍ରଥମ ଶ୍ରେଣୀରେ ୪ ଜଣ,ଦ୍ବିତୀୟରେ ୧୦,ତୃତୀୟ ରେ ୬,ଚତୁର୍ଥ ରେ ୧୨,ଆଉ ପଞ୍ଚମରେ ୧୧ ସର୍ବମୋଟ ୪୩ ଜଣ ଛାତ୍ରଛାତ୍ରୀ। ହେଲେ ଏତିକି ପିଲାଙ୍କୁ...