May 31, 2025

ସମାଚାର

ଝରଣା ଘାଟି ରେ କାର ବାଇକ ଧକ୍କା  ବାଇକ ଚାଳକ ସାହାବାଜ ଙ୍କ ମୃତ୍ୟୁ ,ଜିତୁନ ଗୁରୁତର 

  ବାଲେଶ୍ଵର : କାର୍ ବାଇକ୍ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର ଆହତ। ସୂଚନା ଅନୁସାରେ ଗତ କାଲି ମଙ୍ଗଳବାର ସନ୍ଧ୍ୟାରେ ଉଦଳା ରୁ କାମ...

କ୍ବାକେରିକୁ ନେଇ ଉଦବେଗ  ପ୍ରକାଶ କଲା ଆଇଏଡିଭିଏଲ ସତର୍କ ରହିବାକୁ ଜନତାଙ୍କୁ ଅନୁରୋଧ।

  ଖୋର୍ଦ୍ଧା -(ପ୍ରିୟଙ୍କା ମହାପାତ୍ର) ଚର୍ମ ବିଜ୍ଞାନ ଓ କସମଟୋଲୋଜିରେ ବଢୁଥିବା କ୍ବାକେରକୁ ନେଇ ଭାରତୀୟ ଚର୍ମ ,ଯୌନ, ଓ କୁଷ୍ଠ ସଂଘ ବା ଡର୍ମାଲୋଜିଷ୍ଟ, ଭେନେରିଓଲୋଜିଷ୍ଟ...

ଶତାୟୁ ମହିଳା ଧୋବଣୀ ଦେଈ ଙ୍କ ସ୍ମୁତି ଶ୍ରଦ୍ଧାଞ୍ଜଳୀ ସଭା ଝଙ୍କଡ଼ ତା ୨୨/୫/୨୦୨୫ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ, କନକପୁର ପଞ୍ଚାୟତ ଅଧିନ ବଡ଼ଶାରୋଳ ( ହରିପୁର) ଗ୍ରାମର ମାଆ ସାରଳା ଙ୍କ ନିତ୍ୟସେବକ ସ୍ବର୍ଗତ ସୁଦର୍ଶନ ରାଉଳ

ଶତାୟୁ ମହିଳା ଧୋବଣୀ ଦେଈ ଙ୍କ ସ୍ମୁତି ଶ୍ରଦ୍ଧାଞ୍ଜଳୀ ସଭା ଝଙ୍କଡ଼ ତା ୨୨/୫/୨୦୨୫ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ, କନକପୁର ପଞ୍ଚାୟତ ଅଧିନ ବଡ଼ଶାରୋଳ...

ସାବିତ୍ରୀ ଅମାବାସ୍ୟା ପାଇଁ ପଣସ ବେପାର ଜମୁଛି 

ବୁଗୁଡ଼ା : ତା ୨୨/୦୫/୨୫ : ସାବିତ୍ରୀ ଅମାବାସ୍ୟା ପାଇଁ ବୁଗୁଡ଼ା ବଜାର ଏବେ ଚଳଚଞ୍ଚଳ । ସ୍ଥାନେ ସ୍ଥାନେ ନାନାଦି ଫଳମୂଳର ପସରା ମେଲା ହୋଇଛି...

ମ୍ଯାଟ୍ରିକ ପରୀକ୍ଷାର ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ 

    ବୁଗୁଡ଼ା :ତା ୨୨/୦୫/୨୫ : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଉକ୍ତଳ ଛାତ୍ର ସଂଘ ପକ୍ଷରୁ ମେଧାବୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ...

ପଞ୍ଜାବରେ ଦଳିତଙ୍କ ଉପରେ ସରକାରୀ ଦମନ ର ପ୍ରତିବାଦ..

ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ସରକାର ଦ୍ୱାରା ଜମି ଅଧିକାର ପାଇଁ ସଂଘର୍ଷରତ ସେଠାକାର ଭୂମିହୀନ ଦଳିତମାନଙ୍କ ଉପରେ ବର୍ବର ଦମନଲୀଳା ଓ ଗିରଫଦାରୀ ପ୍ରତିବାଦରେ ଆଜି...

ଅପରେସନ ସିନ୍ଦୂରର ସଫଳତା ପାଇଁ ସାହାରପଡାରେ ଅନୁଷ୍ଠିତ ହେଲା ତ୍ରିରଙ୍ଗା ଶୋଭାଯାତ୍ରା

କେନ୍ଦୁଝର : ( ରତି ରଞ୍ଜନ ମହାନ୍ତ ) କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକରେ ଅପରେସନ ସିନ୍ଦୂରର ସଫଳତା ଓ ଭାରତୀୟ ସେନାବାହିନୀର ଦକ୍ଷତାକୁ ସମ୍ମାନ ଜଣାଇ...

ଉମରକୋଟ ବ୍ଲକ ଅନ୍ତର୍ଗତ ବେନରା ଗ୍ରାମ ର ବନ ସିଂ ହରିଜନ ଦାଦନ ଖଟିବାକୁ ଯାଇ ବିଶାଖାପାଟଣା ରେ ଶ୍ରମିକ ନିଖୋଜ……..

    ଉମରକୋଟ:- (ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ର ଉମରକୋଟ ବ୍ଲକ ଅନ୍ତର୍ଗତ ବେନରା ଗ୍ରାମ ର ଜଣେ ଶ୍ରମିକ ଦାଦନ ଖଟିବାକୁ ବିଶାଖାପାଟଣା କୁ...

ଉମରକୋଟ ଠାରେ ରାଜୀବ ଗାନ୍ଧୀଙ୍କ ୩୪ ତମ ଶ୍ରାଦ୍ଧ ଦିବସ ପାଳିତ………..

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ କଂଗ୍ରେସ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୩୪ ତମ ଶ୍ରାଦ୍ଧ ଦିବସ ପାଳିତ ହେଇଯାଇଛି। କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ଅନୁଷ୍ଠିତ...

ମହର୍ଷି ଗୁରୁକୂଳର ଛାତ୍ର ବି .ଅରବିନ୍ଦ ୫୫୪ /୬୦୦(92.33%) ନମ୍ବର ରଖି ଅବିଭକ୍ତ କୋରାପୁଟ ଜିଲ୍ଲାରେ ପ୍ରଥମ ..

  ଗୁଣପୁର -(ସୁରେନ୍ଦ୍ର ମହାନ୍ତି) ଆଜି ପ୍ରକାଶିତ ଯୁକ୍ତ ୨ ବାଣିଜ୍ୟ ଫଳାଫଳ ରେ ମହର୍ଷି ଗୁରୁକୂଳ ର ଛାତ୍ର ବି .ଅରବିନ୍ଦ ୫୫୪ /୬୦୦(92.33%) ନମ୍ବର...