ଓ ଏସ ସି ଆଇ ଟି ଶିକ୍ଷା କ୍ଷେତ୍ରରେ ୟୁ ଟେକ୍ କମ୍ପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ର ଗଜପତି ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ରୁ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ, କରାଯାଇଥିଲା ,
ଇଲେକ୍ଟ୍ରୋନିକ ଓ ସୂଚନା ବିଦ୍ୟା ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ,ଶନିବାର ତା ୨୧,୨,୨୦୨୬ ରିଖ, ଭୁବନେଶ୍ୱର ରେ ଓ କେ ସି ଏଲ ପକ୍ଷରୁ...
