April 28, 2026

ଓ ଏସ ସି ଆଇ ଟି ଶିକ୍ଷା କ୍ଷେତ୍ରରେ ୟୁ ଟେକ୍ କମ୍ପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ର ଗଜପତି ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ରୁ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ, କରାଯାଇଥିଲା ,

IMG-20260223-WA0049
Share

 

ଇଲେକ୍ଟ୍ରୋନିକ ଓ ସୂଚନା ବିଦ୍ୟା ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ,ଶନିବାର ତା ୨୧,୨,୨୦୨୬ ରିଖ, ଭୁବନେଶ୍ୱର ରେ ଓ କେ ସି ଏଲ ପକ୍ଷରୁ ,ରେଳ ଓଡ଼ିଟୋରୀୟମ ଓକେସିଏଲ ର ପରିଚାଳନା ରେ ଶ୍ରୀ ମୋନରଞ୍ଜନ ପୁଥାଳ ଙ୍କ ଅଧ୍ୟକ୍ଷତା ରେ , ୧୪ତମ ବାର୍ଷିକ ଉତ୍ସବରେ ,ଗଜପତି ଜିଲ୍ଲା ର ଏକମାତ୍ର କମ୍ପୁଟର ଶିକ୍ଷା କେନ୍ଦ୍ର ର ଅଧକ୍ଷ ଡ୍ ଲୋକନାଥ ମିଶ୍ର ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ର ଗୌରବ ଆଣିଛନ୍ତି,

ଜିଲ୍ଲା ରେ ଏମିତି ଏକ ପ୍ରଶିକ୍ଷଣ କେନ୍ଦ୍ର ୟୁ ଟେକ୍ କମ୍ପ୍ୟୁଟର ସେଣ୍ଟର୍ ,ଯାହାକି ଆଜି oscit ଓ ococ ୩୦୦ ପିଲା ରୁ ଉର୍ଦ୍ଧ ଆଜି ନାମ ଲେଖାଇ ଶିକ୍ଷା ପାଉଛନ୍ତି, ସେମାନଙ୍କ ସୁନ୍ଦର ଭବିଷ୍ୟତ ଗଢିବାରେ ଆଜି ୟୁ ଟେକ୍ କମ୍ପ୍ୟୁଟର ସେଣ୍ଟର୍ ର ନିର୍ଦେଶକ ଜିଲ୍ଲା ପାଇଁ ଗୌରବ କହିଲେ ଅତିକ୍ତୁ ହେବ ନାହିଁ, ଡ୍ ଲୋକନାଥ ମିଶ୍ର ଜଣେ ସମାସେବୀ, ଜଣେ ୟୁ ଟେକ୍ କମ୍ପ୍ୟୁଟର ସେଣ୍ଟର୍ ଆଦର୍ଶ ଶିକ୍ଷକ ରୂପେ ପରିଚିତ, ତାଙ୍କର ଏହି ରାଜ୍ୟସ୍ତରୟ ପୁରସ୍କାର ସମ୍ମାନିତ ପଛରେ ୟୁ ଟେକ୍ କମ୍ପ୍ୟୁଟର ସେଣ୍ଟର୍ ର ଷ୍ଟାପ ଶରତ ପ୍ରଧାନ ଙ୍କ ବହୁତ୍ ଅବଦାନ ଅଛି, ଏହି ରାଜ୍ୟସ୍ତରୟ କାର୍ଯ୍ୟକ୍ରମ ଅକୋକ ର ମୁଖ୍ୟ ସୂଚନା ସଚିବ ଡ୍ ପ୍ରଦିପ କୁମାର ରାଉତ, ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ,

ଶେଷରେ ସିଏସ ସସ୍ମିତା ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ,

ରାଜ୍ୟସ୍ତରୟ ପୁରସ୍କାର ପାଇଁ ଗଜପତି ଜିଲ୍ଲା ର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଡ୍ ଲୋକନାଥ ମିଶ୍ର ଓ ଶରତ ପ୍ରଧାନ ଙ୍କୁ ଶୁଭେଚ୍ଛା ର ସୁଅ ଛୁଟୁଛି